କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ପାଇଁ ମକ୍ ଡ୍ରିଲ
କେସିଙ୍ଗା: ୧୯/୦୬(ପ୍ରୀତେଶ ପଟେଲ)କେସିଙ୍ଗା ବ୍ଲକ ବେଲାଖଣ୍ଡି ପଞ୍ଚାୟତରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗୁରୁବାର ଦିନ ବେଲଖଣ୍ଡି ସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟ ସ୍ଥଳୀ ରେ ପ୍ରାକୃତିକ ବିପର୍ଯୟ ର ମୁକାବିଲା କରିବା ନିମନ୍ତେ ମକଡ୍ରିଲ ବା ସାମୁହିକ ଅଭ୍ୟାସ…
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା
ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ହରଭଙ୍ଗାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରପଞ୍ଚ ତଥା ବନ୍ୟା ଆଶ୍ରୟସ୍ଥଳୀ ସଭାପତି ଶକୁନ୍ତଳା ବେହେରାଙ୍କ ଅଧ୍ୟକ୍ଷତାରେ ବନ୍ୟା ଆଶ୍ରୟସ୍ଥଳସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା- ୨୦୨୫ ଅନୁଷ୍ଠିତ ହୋଇଯାଇଛି…
ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ -୨୦୨୫
କେସିଙ୍ଗା : ( ପ୍ରୀତେଶ ପଟେଲ)ଅଦମ୍ୟ ଇଚ୍ଛା ଶକ୍ତି , ନିରବଚ୍ଛିନ୍ନ ଅଧ୍ୟବସାୟ ଓ ସମୟୋଚିତ ଅଭିପ୍ରେରଣା ହିଁ ସଫଳତାର ମୂଳଚାବି କାଠି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ,କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ, ଓଷ୍ଟା, କେସିଙ୍ଗା ଆନୁକୂଲ୍ୟରେ…
ରଥଯାତ୍ରା ସମୀକ୍ଷା କଲେ ଉଚ୍ଚ ସ୍ତରୀୟ ମନ୍ତ୍ରୀ କମିଟି
ଶ୍ରଦ୍ଧାଳୁ ଙ୍କ ସୁଖଦ ଓ ସୁରକ୍ଷିତ ଦର୍ଶନ ପାଇଁ ଦେଲେ ପରାମର୍ଶ ପୁରୀ ୧୯/୬( ମନୋଜ କୁମାର ବଳିଆରସିଂ )ଚଳିତ ବର୍ଷର ରଥଯାତ୍ରା ନିକଟ ହୋଇ ଆସିଲାଣି।ସମସ୍ତ କାର୍ଯ୍ୟ କୁ ଚୁଡାନ୍ତ ରୂପ ଦେବାକୁ ସରକାର, ପ୍ରଶାସନ ଓ ସେବାୟତ ପ୍ରସ୍ତୁତ…