ତିନି ମାସର ରାସନ ଚାଉଳରୁ ବଞ୍ଚିତ ୧୧ ଜଣ ହିତାଧିକାରୀ

ହରଭଙ୍ଗା :୧୮/୦୧ (ଚିତ୍ତରଞ୍ଜନ ସିଂ)ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ରେ ସାରା ଭାରତ ବର୍ଷ ରେ ବିନା ମୂଲ୍ୟରେ ଜନ ସାଧାରଣ ଙ୍କୁ ଯୋଗାଇ ଦିଆଯାଉଥିବା ଖାଉଟି ଚାଉଳ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତ ରେ…

ଜଙ୍ଗଲ ଅଧିକାର ଗ୍ରାମ୍ୟ କମିଟି ପୁନର୍ଗଠନ ପାଇଁ ଦାବି କଲେ ବନବାସୀ

ଧର୍ମଗଡ଼ ;୧୮/୧( ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ବଂଶାନୁକ୍ରମେ ବସତି ସ୍ଥାପନ କରି ଆସୁଥିବା ବିରିମୁହାଁଣ ରାଜସ୍ବ ଗ୍ରାମ ର ଗ୍ରାମବାସୀ ମାନେ ନୂତନ ଭାବେ ଗଠନ ହୋଇଯିବା ଜଙ୍ଗଲ ଅଧିକାର ଗ୍ରାମ୍ୟ…

ଧର୍ମଗଡ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ଉଦଯାପିତ,ବାଜା ସାଲ ର ଗୁଭା ମନ୍ଦାର ଗୀତ ରେ ଦୁଲୁକିଲା ମଞ୍ଚ

ଧର୍ମଗଡ:୧୭/୧( ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ଗତ ୧୫ ତାରିଖ ଠାରୁ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେଉ ଥିବା ଜିଲ୍ଲା ସ୍ତରୀୟ ସମ୍ପ୍ରସାରିତ କଳାହାଣ୍ଡି ଉତ୍ସବ ଘୁମରା-୨୦୨୪ ର ଆଜି ଥିଲା ଉଦଯାପନୀ ସନ୍ଧ୍ୟା । ଧର୍ମଗଡ଼ ଉତ୍ସବ ପାଳନ…

ଚାଲିଲାନି ଏଭିଏମ ମେସିନ, ହଟହଟା ହେଲେ ଅଧିକାରୀ, ଅପେକ୍ଷା କାରି ଚାଲିଗଲେ ନେତା

ପାଟଣାଗଡ଼ ବ୍ୟୁରୋ,ତା.୧୭/୦୧( ନରେନ୍ଦ୍ର ନେଗୀ)ଗତକାଲି ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ରେ ରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି |ଯେଉଁକାମ ପାଇଁ ଉପସ୍ଥିତ ଅଧିକାରୀ ମାନେ ଅକାଳ ପରିଶ୍ରମ ପରେ ମଧ୍ୟ୍ୟ ବିଫଳ ହୋଇଥିବା କଥା ଏବେ ସହର ରେ ବେଶ…

ଉପଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ଦୁଇ ବାଇକ୍ ଆରୋହୀ ରାସ୍ତା ରେ ପଡି ଛଟପଟ ହେଉଥିବା ବେଳେ ବାବୁ ଜଣକ ମୋବାଇଲରେ ବାର୍ତ୍ତାଳାପ କରୁଥିବା ଭିଡିଓ ଭାଇରାଲ  ପାଟଣାଗଡ ବ୍ୟୁରୋ;  ତା. ୧୭/୦୧(ନରେନ୍ଦ୍ର ନେଗୀ)ପାଟଣାଗଡ଼ ଥାନା ସରମୁହାଣ ଗାଁ ନିକଟରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି ଙ୍କ…

ମେଗାଲିଫ୍ଟ କେନାଲରୁ ଜଳସେଚନ ଦାବି ରେ ଚାଷୀଙ୍କ ଦାବିପତ୍ର

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବୋଡେ଼ନ ଗ୍ରାମ ପଞ୍ଚାୟତର ଅଏଁଲାଜୋର ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ ବ୍ୟବସ୍ଥା ପାଇଁ ମଙ୍ଗଳବାର ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଏଁଲାଜୋର ଡିଏମ୍-୧୩ ଏ କେନାଲ…

ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକଙ୍କ ହୃଦୟ ଜିତିଲେ ରୁକୁ ସୁନା ଏବଂ ସାଥୀ,ଝୁମିଲେ କଳାକାର ଓ ଦର୍ଶକ

ଧର୍ମଗଡ: ୧୬/୧(ହେମନ୍ତ କୁମାର ମାଝୀ)-ସଭ୍ଯତାର ବିକାଶ କ୍ରମେ ମଣିଷ ସାରାଦିନର ପରିଶ୍ରମ ଲାଘବ ପାଇଁ ମଣିଷ ମନୋରଞ୍ଜନକୁ ମାଧ୍ୟମ କଲା । ସମୟକ୍ରମେ ସେହି ମନୋରଞ୍ଜନ କାର୍ଯ୍ୟକ୍ରମରେ ଗୀତ ବାଦ୍ୟ ଆଦି ଯୋଡିଲା । ଯାହା ଅଧିକ ଜନାଦୃତ ହେଲା ପରବର୍ତ୍ତୀ…

ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଉଛୁଳି ପଡ଼ୁଛି ଶୁଲିଆ ପୀଠ

ବଲାଙ୍ଗିର ବ୍ୟୁରୋ:୧୬/୦୧(ନରେନ୍ଦ୍ର ନେଗୀ)ପଶ୍ଚିମ ଓଡ଼ିଶାର ଆଦିବାସୀ ପର୍ବ ଗୁଡ଼ିକ ମଧ୍ୟରେ ଶୁଲିଆ ଯାତ୍‌ରା ଏକ ମୁଖ୍ୟ ପର୍ବ ଭାବେ ପରିଚିତ । ଆଜି ଶୁଲିଆ ଯାତ୍‌ରା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ରେ ଏବେ ଉଛୁଳି ପଡ଼ୁଛି ଶୁଲିଆ ପୀଠ ।…

ଧର୍ମଗଡ ରେ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ଘୁମୁରା ଉଦଘାଟିତ

ଧର୍ମଗଡ:୧୫/୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ର ଐତିହ୍ୟ ,ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୪ ସମ୍ପ୍ରସାରିତ ଜିଲ୍ଲା ସ୍ତରୀୟ ଉତ୍ସବ ଆଜି ଧର୍ମଗଡ ଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟ ରେ ଉଦଘାଟିତ ହୋଇଯାଇଛି। ମା ଭଣ୍ଡାର…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବବି

ଭୁବନେଶ୍ବର: ସତ କହିଲେ କାହିଁକି ଚିଡି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଟୁଇଟ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଆଇନା ଦେଖାଇଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ…