ଭାରତୀୟ ଜନତା ଯୁବମୋର୍ଚ୍ଚା, ପୁରୀ ତରଫରୁ ପିକେଡିଏ ଅଫିସ ସମ୍ମୁଖରେ ବିକ୍ଷୋଭ

ପୁରୀ : (ମନୋଜ କୁମାର ବଳିଆରସିଂ )ଭାରତୀୟ ଜନତା ଯୁବମୋର୍ଚ୍ଚା, ପୁରୀ ତରଫରୁ ପିକେଡିଏ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।h #NationalHerald ଦୁର୍ନୀତିରେ କୋଟି କୋଟି ଟଙ୍କା ହଡ଼ପ କରିଥିବା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କର କୁଶପୁତ୍ତଳିକା…

ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତିଙ୍କ ଏସପି ପୁରୀ, ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା ଙ୍କ ବିରୁଦ୍ଧ ରେ ମାମଲା ଦାଏର

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମର ଜଣେ ୧୧ ବର୍ଷୀୟ ନାବାଳକ ଶିଶୁପୁତ୍ର ଆଶ୍ରିବାଦ ସାହୁଙ୍କୁ ତାଙ୍କର ସମ୍ପକୀୟ ଦାଦା ପ୍ରଭାକର ସାହୁ ଓରଫ (ବାପି) ଗତ ୧୫/୦୪/୨୦୨୫ ରେ ଅପହରଣ…

ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ ପତ୍ର

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ସମୁଦ୍ର କୂଳରେ ହୋଇଥିବା ରାସ୍ତା ଯାହାକି (PWD) ଅଧୀନରେ ହେଉଅଛି ।ଏହି ରାସ୍ତାର ଟେଣ୍ଡରର ଆନୁମାନିକ ମୂଲ୍ୟ ପ୍ରାୟ ୭କୋଟି ଟଙ୍କା ହୋଇଥିବା ଜଣାପଡିଛି,ଏହି ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର ହେଉଥିବା…

ଲକ୍ଷ୍ମୀ ବସ୍ ଚଳାଇବା ପାଇଁ “ଆପ ” ପକ୍ଷରୁ ଜିଲ୍ଲା ପାଳଙ୍କୁ ଦାବି ପତ୍ର

ପୁରୀ ; (ମନୋଜ କୁମାର ବଳିଆରସିଂ )ପୁରୀ ଜିଲ୍ଲା ଗୋପ ବ୍ଲକ୍ ର ସୋରଭା ଓ ଇଶାଣପପୁର ଗ୍ରାମ ପଞ୍ଚାୟତ କୁ ଲକ୍ଷ୍ମୀ ବସ୍ ଚଳାଇବା ପାଇଁ “ଆପ ” ପକ୍ଷରୁ ଜିଲ୍ଲା ପାଳ ମହୋଦୟ ଙ୍କୁ BDO ଙ୍କ ଜରିଆରେ…

ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ବିଦ୍ୟାଳୟ ପରିଦର୍ଶନ,ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ କଲେ ତାଗିଦ

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୀପକ କୁମାର ପାଢୀ ତା-୨୧.୪.୨୫ ରିଖ ଷୋମବାର ପିପିଲି ବ୍ଲକ ସ୍ଥିତ ହାଟସାହି ପଂଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ବଜପୋୟୀ ସ୍କୁଲ କୁ ଅଚାନକ ଗସ୍ତ କରି ବିଦ୍ୟାଳୟ…

ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡି କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ ୨୧/୪ (ମନୋଜ କୁମାର ବଳୀୟାରସିଂ)କେନ୍ଦ୍ରୀୟ ଯୋଜନା ଗୁଡିକ ପ୍ରଣୟନ ଓ କାର୍ଯ୍ୟକାରିତା ସମୟରେ ସାଂସଦ ମାନଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ।ସାଂସଦ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ…

ଭାରତୀୟ ଜନତା ପାର୍ଟିର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଂକ୍ରୟ ସଦସ୍ୟ ସମ୍ମିଳନୀ

ଧର୍ମଗଡ଼ ତା ୧୭/୪( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଭାରତୀୟ ଜନତା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ହୋଟେଲ ରାଜ ସଭା ଗୃହ ଠାରେ…

ଜୁନାଗଡ଼ ନବରଙ୍ଗପୁର ସ୍ଵତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ ଷ୍ଟେସନ ସହର ଅଳ୍ପ ଦୂରରେ ସ୍ଥାପିତ ହେବ।

ଧର୍ମଗଡ଼ ତା ୧୭/୪( ହେମନ୍ତ କୁମାର ମାଝୀ)ଜୁନାଗଡ଼ ନବରଙ୍ଗପୁର ସ୍ଵତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ଼ ରୋଡ ଷ୍ଟେସନ୍ ସହରର ଅଳ୍ପ ଦୂରରେ ସ୍ଥାପିତ ପାଇଁ ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ…

ରାଜ୍ୟ ରେ ନାରୀ ନିର୍ଯ୍ୟାତନା ବୃଦ୍ଧି ଘଟଣାରେ କାଶୀପୁର ବ୍ଲକ କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ସଭାଯାତ୍ରା

କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସଦର ଗାନ୍ଧି ମଣ୍ଡପ ଠାରୁ ଲକ୍ଷ୍ମୀ ବଜାର ଛକ ପର୍ଯ୍ୟନ୍ତ ବ୍ଲକ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ ଭାବରେ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।ପ୍ରଦେଶ କଂଗ୍ରେସ ସଭାପତି ସମ୍ନାନନୀୟ ଶ୍ରୀଯୁକ୍ତ…

ସଚେତନ ନହେଲେ ଐତିହ୍ୟ ସୁରକ୍ଷା ସମ୍ଭବ ନୁହେଁ

ପୁରୀ : (ମନୋଜ କୁମାର ବଳୀୟାରସିଂ)ବିଶ୍ୱ ଐତିହ୍ୟ ଦିବସ ଅବସରରେ ଐତିହ୍ୟ ସରଂକ୍ଷଣ ପରିଷଦ ,ପୁରୀ ପକ୍ଷରୁ ସ୍ଥାନୀୟ ୟୁଥ ହଷ୍ଟେଲ ସଭାଗୃହରେ ଐତିହ୍ୟ ଦିବସ ପାଳିତ ହୋଇଯାଇଛି।ପରିଷଦର ସଭାପତି ଶ୍ରୀ ବିଭୁପ୍ରସାଦ ତ୍ରିପାଠୀଙ୍କ ସଭାପତି ତ୍ୱରେ ଆୟୋଜିତ ଏହି ଉତ୍ସବରେ…