ଅମ୍ବାଦଳାରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ଅକ୍ଷତ କଳସ,କଳସକୁ ସ୍ଵାଗତ କଲେ ଅମ୍ବାଦଳା ବାସୀ
ମୁନିଗୁଡା:୩୦।୧୨ (ରମାକାନ୍ତ ପଡାଲ)ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ…