ରାଜ୍ୟ ସରକାରଙ୍କ ବସୁଧା ଯୋଜନା ବାଟବଣା

ହରଭଙ୍ଗା :  (ଆପ୍ର)ହରଭଙ୍ଗା ବ୍ଲକ ଅନ୍ତର୍ଗତ ସୁରୁଣ୍ଡି ଗ୍ରାମରେ ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା l ରାଜ୍ୟ ସରକାର କେବଳ ବିଜ୍ଞାପନ ମାଧ୍ୟମରେ ବସୁଧା ଯୋଜନାର ବହୁଳ ପ୍ରଚାରପ୍ରସାର କରି କୋଟିକୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରୁଥିବା ବେଳେ…

ରାୟଗଡ଼ ଡିଜିଟାଲ ମିଡିଆ ସଂଘର ଜରୁରୀ କାଳୀନ ବୈଠକ

ରାୟଗଡା : (ଅଞ୍ଜନ କୁମାର ନାଏକ)ରାୟଗଡ ସଦର ମହକୁମା ପିତାମହଲସ୍ଥିତ ବନ ଦୁର୍ଗା ମନ୍ଦିର ପରିସରରେ ରାୟଗଡ଼ ଡିଜିଟାଲ ମିଡ଼ିଆ ଗ୍ରୁପ୍ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ ବୈଠକରେ ଜିଲ୍ଳାର ୧୧ଗୋଟି ବ୍ଳକରୁ ୮ଗୋଟି ବ୍ଲକର ସାମ୍ବାଦିକ…

ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ନବରଙ୍ଗପୁର ସାଂସଦଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାୟପୁରରୁ ଫେରୁଥିଲେ. ବିଜେଡି ନେତା ତଥା ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏଥିରେ ସାଂସଦ ଶ୍ରୀ ମାଝୀ ଓ ତାଙ୍କ ଡ୍ରାଇଭରଙ୍କ ସମେତ…

ଜନସାଧାରଣ ସୁବିଧା କେନ୍ଦ୍ର ଗୃହ ନିର୍ମାଣ ନିମ୍ମମାନର ସୂଚନା ଦେବାକୁ କୁନ୍ଥାଉଛି ବ୍ଲକ ପ୍ରଶାସନ

ହରଭଙ୍ଗା :୯/୨ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ପଂଚାୟତ ରେ ସରକାରୀ ଅର୍ଥ ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି l ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲେ ତଦନ୍ତ ତ ଦୂରର କଥା…

ଚାଷି ଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷି ଙ୍କ କାମରେ ଆସୁନାହିଁ ଲକ୍ଷାଧିକ ଟଙ୍କା ରେ ନିର୍ମାଣ ଧୀନ ପ୍ରକଳ୍ପ

ଧର୍ମଗଡ଼ :୧୦/୨(ହେମନ୍ତ କୁମାର ମାଝୀ)ରାଜ୍ୟ ସରକାର ଚାଷିକୁଳ ଙ୍କ ହିତ ସାଧନ ଦୃଷ୍ଟି ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ଅଟକଲ ରେ ଜଳସେଚନ ପାଇଁ  ନିର୍ମାଣ କରୁଛନ୍ତି ଚେକ ଡ୍ୟାମ,ହେଲେ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା ର ମିଳିଭଗତ…

ଲଟାପଡା ୟୁପି ସ୍କୁଲ, ପଲିଥିନ ତଳେ ଚାଲିଛି ମଧ୍ୟାହ୍ନ ଭୋଜନ ରୋଷେଇ

ଧର୍ମଗଡ଼ : ୧୦/୨(ହେମନ୍ତ କୁମାର ମାଝୀ)କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଡାଲଗୁମା ପଞ୍ଚାୟତ ଲତାପଡା ପ୍ରାଥମିକ ବିଦ୍ୟାଳୟରେ ରୋଷେଇ ଗୃହ ନଥିବାରୁ, ପଲିଥିନ ଢଙ୍କା କୁଡ଼ିଆ ତଳେ ପିଲା ଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଥିବା ଘଟଣା…

ଆମ ଓଡିଶା ମୋ ଓଡିଶା ମଞ୍ଚରେ  ସଚେତନ ବାର୍ତ୍ତା ଦେଲେ ଆମନ୍ତ୍ରିତ ଅତିଥି 

ତିର୍ତ୍ତୋଲ /ଦାଇଁଲୋ : ଗ୍ରାମାଞ୍ଚଳର ବିକାଶ ସଭ୍ୟତାର ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ର ବିକାଶ ମାନବ ସମ୍ଭଳର ବିକାଶ ! ଏହି ବିକାଶ ସମ୍ଭବ ହୋଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଯୋଗୁଁ ! ଆଜି ଯେବେ…

ତାମିଲନାଡୁ ରେ କାଶୀପୁର ବ୍ଲକର ଜଣେ ବିକଳାଙ୍ଗ ଦାଦନ ଶ୍ରମିକଙ୍କ ମୃତ୍ୟୁ

କାଶୀପୁର :(ଅଞ୍ଜନ କୁମାର ନାଏକ)ବାହାର ରାଜ୍ୟ ତାମିଲନାଡୁ ରେ କାଶୀପୁର ବ୍ଲକ ର ପୁଣି ଏକ ଶାରୀରିକ ବିକଳାଙ୍ଗ ଦାଦନ ଶ୍ରମିକର ମୃତ୍ୟୁ ଘଟିଛି।ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତଳଝିରି ପଞ୍ଚାୟତ ର ରାଶିଝିରି ଗ୍ରାମର ମଦନ ଗଉଡ଼ ବୟସ…

ନାଚ ରାଜନୀତିରେ ଦିବ୍ୟଶଙ୍କର ଆଗ, ପଛରେ ମୌସୁଧି,କଂଗ୍ରେସ ଵରିଷ୍ଟ ନେତା ଦିଗାମ୍ବର ଦୁରିଆଙ୍କ ଅଭିଯୋଗ

ଧର୍ମଗଡ : ୯/୨(ହେମନ୍ତ କୁମାର ମାଝୀ)ପୂର୍ବରେ ଜନତା ନାଚିଲେ ,ବର୍ତ୍ତମାନ ନେତା ଙ୍କ ପାଳି-ସାଧାରଣ ଜନତା ଦର୍ଶକ ସାଜି କର ତାଲି ମାରିବା ବେଳ ଆସିଛି ବୋଲି ସାଧାରଣ ରେ ଏବେ ଚର୍ଚ୍ଚା ଜୋର ଧରିଛି।କିଛି ଦିନ ହେଲା ଜୁନାଗଡ଼ ବିଧାୟକ…

ଭଙ୍ଗା ଦଦରା ଅବସ୍ଥାରେ ଯୋଲିମୁଣ୍ଡା ଚେକଡ୍ୟାମ ୨ ହଜାର ଚାଷ ଜମିକୁ ପାଣି ମାଡୁ ନାହିଁ

ମୁନିଗୁଡା : (ରମାକାନ୍ତ ପୋଡାଲ )ଦୀର୍ଘ ବର୍ଷ ଧରି ଭଙ୍ଗା ଦଦରା ହୋଇ ଅବହେଳିତ ଅବସ୍ଥାରେ ପଡି ରହିଛି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ବିଭାଗର ଝିଲିମୁଣ୍ଡା ଚେକଡ୍ୟାମ। ବନ୍ଧ ଶୁଖିଲା ପଡିଥିବା ବେଳେ କେଉଁଠି ପାଇପ ଫାଟିଛିତ ଆଉ କେଉଁଠି…