କାଳ ବୈଶାଖ ତାଣ୍ଡବରେ ଭାଙ୍ଗିଲା ଘର, ସହାୟତା ଅପେକ୍ଷାରେ ଅସହାୟ ପରିବାର
କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ ର ବୋରିଙ୍ଗି ଗ୍ରାମରେ ଏକ ଅଭନୀୟ ଘଟଣା ଦେଖିବାକୁ ମିଳିଛି। ଗତ ତା ୨୧/୪/୨୫ ରିଖ ଅପରାହ୍ନ ରେ ହଠାଥ ଅଦିନିଆ ଝୋଡ଼ କାଳ ବୈଶାଖ ଝଡ…