୪ର୍ଥ ବାଟାଲିୟନ ସିଆରପିଏଫ ଦ୍ବାରା ଜନସମ୍ପର୍କ କାର୍ଯ୍ୟକ୍ରମ ମାଗଣା ଚିକିତ୍ସା ଶିବିର ଆୟୋଜିତ

ମୁନିଗୁଡା: ୩୦।୧୨: (ରମାକାନ୍ତ ପଡାଲ)ଚତୁର୍ଥ ବାଟାଲିୟନ ସିଆରପିଏଫ ଦ୍ଵାରା ଡିମିରିଗୁଡା ସିଆରପିଏଫ କ୍ୟାମ୍ପ ପରିସରରେ ଜନ ସମ୍ପର୍କ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚତୁର୍ଥ ବାଟା ଲିୟନ୍ କମାଣ୍ଡାଣ୍ଟ…

ପଂଚାୟତ ସମିତି ସାଧାରଣ ବୈଠକ ରେ ଦଳୀୟ ନେତାଙ୍କ ନାଁରେ ସ୍ଲୋଗାନ,

ବଲାଙ୍ଗୀର ବ୍ୟୁରୋ :୩୦/୧୨(ନରେନ୍ଦ୍ର ନେଗୀ)ଆଜି ଦେଓଗାଁ ପଂଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଧାୟକ ଙ୍କ ପ୍ରତିନିଧି ଅସିତ କୁମାର ମିଶ୍ର ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରି ଓ ସମସ୍ତ ପଂଚାୟତ ର ସରପଞ୍ଚ…

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବୀନ ନିବାସ ଗସ୍ତ

– ପାଣ୍ଡିଆନ ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ  ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଦୀର୍ଘ ଏକତିରିଶ ବର୍ଷର ଦାବି ହେଉଛି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି। ଏହି ଦାବି ପୂରଣ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି ଜିଲ୍ଲା…

ରାମକୃଷ୍ଣ ବାଳାଶ୍ରମ ସମ୍ପାଦକଙ୍କ ତରବରିଆ ଇସ୍ତଫାକୁ ନେଇ ଚର୍ଚ୍ଚା

ହରଭଙ୍ଗା : (ଆପ୍ର)-ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ବୀରନରସିଂହପୁରସ୍ଥିତ ରାମକୃଷ୍ଣ ବାଳାଶ୍ରମ ସମ୍ପାଦକଙ୍କ ତରବରିଆଭାବେ ଈସ୍ତଫାକୁ ନେଇ ସାଧାରଣରେ ଭିନ୍ନ ଭିନ୍ନ କଥା ଆଲୋଚନା ହେଉଛି ।ସମ୍ପାଦକଙ୍କ ଏଭଳି ଅଚାନକ ରାତିଅଧିଆ ଈସ୍ତଫା ପଛରେ କିଛି ଲୁକାୟିତ ରହସ୍ୟଥିବା ମଧ୍ୟ ଆଲୋଚନା…

୨୦ତମ ତିଳେଶ୍ୱର କପ, ଭୁବନେଶ୍ୱର କୁ ହରାଇ ଫାଇନାଲରେ ଅନୁଗୁଳ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ତିଳେଶ୍ୱର ଲାଲ ବାହାଦୂର ସରକାରୀ ହାଇସ୍କୁଲ ଖେଳ ପଡିଆରେ ରାଜ୍ୟସ୍ତରୀୟ ଫୂଟବଲ ଟୁର୍ନାମେଣ୍ଟ ଷଷ୍ଠ ଦିନରେ ପହଁଚିଛି l ଦ୍ଵିତୀୟ ସେମି ଫାଇନାଲ ମ୍ୟାଚରେ ଅନୁଗୁଳ ଏକ କେ କ୍ଲବ ସହିତ…

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ ଆୟୋଜିତ

ବଲାଙ୍ଗୀର ବ୍ୟୁରୋ: ୩୦/୧୨(ନରେନ୍ଦ୍ର ନେଗୀ)ପୁଇଁନ୍ତଲା ବ୍ଲକ୍ ମିଶନ ଶକ୍ତି ଭବନ, ଗଇଁନ୍ତଲା ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା। ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥିଭାବେ ପୁଇନ୍ତଲା ବ୍ଲକ୍ ଅଧକ୍ଷ…

ଶାଶୁ ବୋହୁ ସମ୍ମିଳନୀ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ନାଇକେନପାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରେ ରହିଥିବା ଖରଜୁରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ମହୁଲେ ଗ୍ରାମରେ ଶାଶୁ ବୋହୁ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି l ସନ୍ତାନ ଜନ୍ମକ୍ଷମ…

ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ

ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁ )ସାଲିସ ବିହୀନ ରାଜନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ସ୍ବର୍ଗତ ଅଶୋକ ଦାସ ଙ୍କ ୧୫ତମ ଶ୍ରାଦ୍ଧ ବାର୍ଷିକୀ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ସମେତ ଜିଲାର ବିଭିନ୍ନ ସ୍ଥାନରେ ନାନା…

ଯାଜପୁର ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଉଦ୍ଘାଟିତ

ଯାଜପୁର:ଯାଜପୁର ବ୍ଲକ ନୂଆପଡା କ୍ରିକେଟ ଷ୍ଟାଡିୟମରେ ଅଶୋକ ଦାସ ମେମୋରିଆଲ ଅଲ ଇଣ୍ଡିଆ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଘାଟିତ ହୋଇଯାଇଛି। ମେଲବର୍ଣ କ୍ରିକେଟ କ୍ଲବ, ଯାଜପୁର କ୍ରିକେଟ ଆସୋସିଏସନ ଏବଂ ଅଶୋକ ଦାସ ଫାଉଣ୍ଡେସନ ର ମିଳିତ ଉଦ୍ୟମରେ ଆୟୋଜିତ ଏହି…

ତିନି ଦିନ ଧରି ଚାଲିବ ପଏଁରୀ ତିହାର

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ନୂତନ ବର୍ଷ କୁ ସ୍ୱାଗତ କରିବ ପଏଁରୀ ଅନୁଷ୍ଠାନ l ଏନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ପଏଁରୀ କାର୍ଯ୍ୟାଳୟ ଠାରେ ପଏଁରୀ ତିହାର ୨୦୨୪ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l…