ପୁରୀ : (ମନୋଜ କୁମାର ବଳିଆରସିଂ)ଆଷାଢ ମାସ ପଞ୍ଚମୀ ତିଥି କୃଷ୍ଣ ପକ୍ଷ ରେ ଗ୍ରାମ ଦେବତୀ ମାଆ ଛୋଟା ପୁଅ ଙ୍କ ଜନ୍ମ ତିଥି ଉପଲକ୍ଷେ ପ୍ରଥମ ଦିନ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ ଗ୍ରାମର ମଙ୍ଗଳ ପାଇଁ କରାଯାଇଥାଏ ଏବଂ ପରେ ନଗର କୀର୍ତ୍ତନ ସାରି ଦଧି ଭାଣ୍ଡ ଭାଙ୍ଗିବା ପରେ ଯମୁନା ଗାଧେଇବା ପାଇଁ ଗ୍ରାମର ଆବାଳ ବୃଦ୍ଧ ବନିତା ପୁଷ୍ପରଣି ଯାଇ କଳସ ବିସର୍ଜନ କରାଯାଏ ରାତ୍ର ସମୟରେ ସଙ୍କୀର୍ତ୍ତନ କରିବା ସହ ପରି ଶେଷରେ ପ୍ରସାଦ ସେବନ ର ବେବସ୍ତା କରାଯାଇଥାଏ।ଗ୍ରାମ ସଭାପତି -ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥାଏ ।ସମ୍ପାଦକ – ସୁକାନ୍ତ ପାତ୍ର ଏବଂ ଗ୍ରାମ ର ସମସ୍ତ ସଭ୍ୟମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।