ଧର୍ମଗଡ଼ ତା ୧୧/୮(ହେମନ୍ତ କୁମାର ମାଝୀ)କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଆହ୍ଵାନ କ୍ରମେ ବିଜେପି କାର୍ଯ୍ୟକାର୍ତ୍ତା ମାନେ ଦେଶ ବ୍ୟାପି ହର ଘର ତିରଙ୍ଗା କାର୍ଯ୍ୟକ୍ରମ କୁ ଉତ୍ସବ ପରି ପାଳନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଡି ଲୋକଙ୍କ ପାଖରେ ଦେଶପ୍ରୀତି ଭାବନା ତିଆରି କରିବା ସହ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ସଫେଇ, ମହାପୁରୁଷ ଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ,ସୈନିକ ଙ୍କୁ ସମ୍ମାନ ସେହିପରି  13 ତାରିଖ ରୁ ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଧର୍ମଗଡ ବିଜେପି ତରଫରୁ ବରିଷ୍ଠ ବିଜେପି ନେତା ଧନଞ୍ଜୟ ପତ୍ର,ଜନ୍ମଜୟ ନାୟକ,ନଗରପାଳ ଅଶୋକ କୁମାର ମହାନ୍ତି, ନଗର ସଭାପତି ହରେକୃଷ୍ଣ ପଣ୍ଡା,ଧନୀନ୍ଦ୍ର ନାଏକ,ଘନଶ୍ୟାମ ଭାଟି,ଡମ୍ବରୁଧର ଠାକୁର,ପ୍ରବୀଣ କୁମାର ପଣ୍ଡା,ବାଞ୍ଛାନିଧି ଯୋଶୀ ପ୍ରମୁଖ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପାଖରେ ଥିବା ଗାନ୍ଧୀ ଓ ଗୋପବନ୍ଧୁ,ଚାରିଛକ ରେ ଡ଼.ଆମ୍ବେଦକର ଓ ବସ ଷ୍ଟାଣ୍ଡ ରେ ଥିବା ଗୋପବନ୍ଧୁ ଙ୍କ ପତିମୁର୍ତି କୁ ସଫାକରି ଥିଲେ।