ହରଭଙ୍ଗା ଠାରେ ନିର୍ମାଣଧୀନ ପାନୀୟ ଜଳପ୍ରକଳ୍ପ ପରିଦର୍ଶନ କଲେ ମୁଖ୍ୟ ଯନ୍ତ୍ରୀ
ହରଭଙ୍ଗା ; ୨୮/0୭ (ଚିତ୍ତ ରଞ୍ଜନ ସିଂ)ରବିବାର ଦିନ ୨ ଘଂଟିକା ସମୟରେ ହରଭଙ୍ଗା ନିକଟରେ ମହାନଦୀରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପର ପରିଦର୍ଶନ କଲେ RWSS ମୁଖ୍ୟଯନ୍ତ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ। ଉକ୍ତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ପାଇଁ…