ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୮ ତମ ବାର୍ଷିକ ଉତ୍ସଵ
ଧର୍ମଗଡ଼ ତା ୭/୧/୨୫ (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୮ ତମ ବାର୍ଷିକ ଉତ୍ସଵ ମହା ସମାରୋହରେ ପାଳିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିର କମିଟି ସଭାପତି ସୁନିଲ କୁମାର ପାତ୍ର…