ଜୟନ୍ତପୁର ରେ ଦଳିତ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ
ଧର୍ମଗଡ଼ ତା ୫/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଜୟନ୍ତପୂର ଠାରେ ଦଣ୍ଡପାଟ ମୂଳନୀବାସୀ ଦଳିତ ବୁଦ୍ଧିଜୀବୀ କମିଟି ର ଆୟୋଜନ ରେ ଜୟନ୍ତପୂର ସରପଞ୍ଚ ଜୟନ୍ତୀ ବାଗ ଙ୍କ ସଭାପତିତ୍ବ ରେ ଦଳିତ ବୁଦ୍ଧିଜୀବୀ ଆଲୋଚନା ଚକ୍ର ଅନୁଷ୍ଠିତ…