ମୁକ୍ତେଶ୍ଵର ଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ

ଧର୍ମଗଡ଼:-ତା ୨୩/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା କନାଗାଁ ଗ୍ରାମର ମୁକ୍ତେଶ୍ଵର ନାଏକ ବୟସ -୪୦ ଆଜ କୁ ପ୍ରାୟ ୧୧ ଦିନ ହେବ ନିଖୋଜ ଥିବା ଧର୍ମଗଡ ଥାନା ରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।ପ୍ରାପ୍ତ ସୂଚନା ମୁତାବକ…

ଶ୍ରୀରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି ଅମ୍ୱାଦଳାରେ ରାମ ଲାଲାଙ୍କ ପାଇଁ ଶୋଭାଯାତ୍ରା

ମୁନିଗୁଡା ; (ରମାକାନ୍ତ ପୋଡାଲ )ଅଯୋଧ୍ୟାର ଭଗବାନ ଶ୍ରୀରାମ ମନ୍ଦିରର ପବିତ୍ର ଶୁଭ ଲୋକାର୍ପଣର ସ୍ମୃତି ଅବସରରେ ଅମ୍ୱାଦଳା ଅଞ୍ଚଳରେ ରେ ଏକ ଭକ୍ତି ଭାବ ପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାମ ମନ୍ଦିର ନିର୍ମାଣର ଏକ ବର୍ଷ ପୂର୍ତ୍ତି ଅବସରରେ…

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ୨୦୨୫ ,ତିଲେଶ୍ୱର କପ ଚାମ୍ପିଆନ ସେକେଣ୍ଡ ବାଟାଲିୟନ ଝାରସୁଗୁଡା

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତିଲେଶ୍ୱର ହାଇସ୍କୁଲ ଖେଳପଡିଆ ଠାରେ ବଜାର ଆସୋସିଏସନ ପକ୍ଷରୁ ୨୧ତମ ତିଳେଶ୍ୱର କପ ରାଜ୍ୟସ୍ତରିୟ ଫୁଟବଲ ଟୁର୍ନାମେଣ୍ଟ ଉଦଯାପନୀ ଦିବସ ବା ଫାଇନାଲ ମ୍ୟାଚ ସେକେଣ୍ଡ ବାଟାଲିୟନ ଝାରସୁଗୁଡା ସହିତ…

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର

ଧର୍ମଗଡ଼ ତା ୨୨/୧( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ତାଲିମ ପ୍ରଦାନ ଓ ସଚେତନତା ଏବଂ ବୃହତ ଉଠା…

ରାଜ୍ୟସ୍ତରୀୟ ତିଲେଶ୍ଵର ଫୁଟବଲ ଟୁର୍ନାମେଣ୍ଟ ମହିଳା ପ୍ରଦର୍ଶନୀ ମ୍ୟାଚ

ସୁନ୍ଦରଗଡ଼ କୁ ହରାଇ ଭୁବନେଶ୍ୱର ବିଜୟୀ ହରଭଙ୍ଗା ୧୯/୦୧ :- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତିଳେଶ୍ୱର ହାଇସ୍କୁଲ ଖେଳପଡିଆ ଠାରେ ବଜାର ଆସୋସିଏସନ ପକ୍ଷରୁ ୨୧ତମ ତିଳେଶ୍ୱର କପ ରାଜ୍ୟସ୍ତରିୟ ଫୁଟବଲ ଟୁର୍ନାମେଣ୍ଟ ସପ୍ତମ ଦିନର ମ୍ୟାଚ ମଙ୍ଗଳବାର…