କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ସୁନାଖଣିଆ ରେ ୩୫ ଘଡିଆଳ କୁମ୍ଭୀର ଜନ୍ମ
ହରଭଙ୍ଗା (ଚିତ୍ତରଞ୍ଜନସିଂ) ବୌଦ୍ଧ ଜିଲ୍ଲା କୁସଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଞ୍ଚଳ ର ସୁନାଖଣିଆ ଅଞ୍ଚଳ ରେ ମହାନଦୀ ଗର୍ଭ ରେ ଶନିବାର ଦିନ ୩୫ ଟି ଘଡିଆଲ କୁମ୍ଭୀର ସାବକ ଜନ୍ମ ନେଇଥିବା ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି…