ବାହାର ନେତାଙ୍କ ମିଛ ନଶୁଣି ବିକାଶ ପାଇଁ ଭୋଟ ଦେବାକୁ ସମ୍ବଲପୁର ବାସୀଙ୍କୁ ଅନୁରୋଧ

ସମ୍ବଲପୁର: (ସଞ୍ଜୟ ମହାନ୍ତି )ଆଗାମୀ ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମ୍ବଲପୁରର ବିକାଶ ପାଇଁ ଭୋଟ ଦିଅନ୍ତୁ ବୋଲି ପୂର୍ବତନ କାଉନସିଲର ତଥା ଆଇନଜୀବୀ ଭକ୍ତ ପ୍ରସାଦ ମିର୍ଦ୍ଧା ଅନୁରୋଧ କରିଛନ୍ତି।  ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରର…