ଲାଇଫ୍ ଚେଞ୍ଜିଙ୍ଗ୍ ନିଉଟ୍ରେସନ୍ ତରଫରୁ ରକ୍ତଦାନ ଶିବିର

ଢେଙ୍କାନାଳ :ଲାଇଫ୍ ଚେଞ୍ଜିଙ୍ଗ୍ ନିଉଟ୍ରେସନ୍ ତରଫରୁ ଏକ ସ୍ବଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୧୦୧ ୟୁନିଟ ରକ୍ତ ସଂଗ୍ରହ ହୋଇଅଛି। ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଉପସ୍ଥିତ ରେ ଢେଙ୍କାନାଳ ପୈାରପାଳିକା ନଗରପାଳ ଓ ଉପ ନଗରପାଳ ତଥା ୫ ନଂମ୍ବର…

ଢେଙ୍କାନାଳ ଜିଲ୍ଲା ଓ.ଟି.ଏସ ପରିକ୍ଷା

ଢେଙ୍କାନାଳ :୧୦/୧୨ରବିବାର ଦିନ ଢେଙ୍କାନାଳ ଜିଲ୍ଲାରେ ଓଷ୍ଟା ମେଧା ଅନ୍ୟେଷା ପରିକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ହିନ୍ଦୋଳ ବ୍ଲକର ରାସୋଳ ସରକାରୀ ଉଚ୍ଚ ବିଦ୍ୟାଳୟ , ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ, କାନପୁରା, କାମାକ୍ଷାନଗର ଏବଂ ଢ଼େଙ୍କାନାଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା…

ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗତ ଠାରେ ସ୍ଵାଗତ

ଧର୍ମଗଡ଼:୧୦/୧୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଓଵିସି ରାଜ୍ୟ ଜନ ଜାଗରଣ ଯାତ୍ରା ରଥ କୁ ଧର୍ମଗତ ସାପ୍ତାହିକ ବଜାର ଠାରେ ଵା ମାଁ ଭଣ୍ଡାର ଘରଣୀ ପିଠ ଠାରେ ସ୍ଵାଗତ ସମ୍ଵଦ୍ଧନା ଦିଆ ଯାଇଥିଲା। ସର୍ଵ ପ୍ରଥମେ ରାଜ୍ୟ…

ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ସୁବର୍ଣ୍ଣପୁର:( ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଓଡ଼ିଶା ରାଜ୍ୟ ଶିଶୁ ମଙ୍ଗଳ ପରିଷଦ ର ମିଳିତ ସହଯୋଗରେ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ମହାରାଜା ଉଚ୍ଚବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ…

ତୃତୀୟ ଗନ୍ଧରାଢ଼ୀ ଲୋକ କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ତୃତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସହ ସମ୍ପାଦକ ସ୍ଵାଧୀନ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବ…

ଧର୍ମଗଡ଼ ଜାଗୃତି ଗୃହ ଠାରେ ଘରୋଇ ହିଂସା ନିରୋଧ ସପ୍ତାହ ସଂକ୍ରାନ୍ତ ଉଦଯାପନୀ କାର୍ଯ୍ୟକ୍ରମ

ଧର୍ମଗଡ଼:୧୦/୧୨(ହେମନ୍ତ କୁମାର ମାଝୀ)ମହିଳା ଓ ଶିଶୁ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ହିଂସା ନିରୋଧ ଦିବସ ପରିପ୍ରେକ୍ଷୀରେ ଧର୍ମଗଡ଼ ସ୍ଥିତ ଜାଗୃତି ଗୃହ ସହଯୋଗରେ ଚାଲିଥିବା ୧୬ ଦିନିଆ ‘ଘରୋଇ ହିଂସା ନିରୋଧ’ ସଂକ୍ରାନ୍ତୀୟ ଅଭିଯାନ କାର୍ଯ୍ୟକ୍ରମ ଆଜି…

ଟିଟିଲାଗଡ ବ୍ରାହ୍ମଣ ସମାଜର ନୁତନ କର୍ମକର୍ତ୍ତା ନିର୍ବାଚନ, ସୁବୋଧ ଦାଶ –ସଭାପତି ଓ ସତ୍ୟବ୍ରତ ପଣ୍ଡା-ସମ୍ପାଦକ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ)ରବିବାର ଦିନ ସ୍ଥାନୀୟ ଶ୍ର୍ରୀ ଜଗନ୍ନାଥ ମନ୍ଦିର ଠାରେ ଟିଟିଲାଗଡ ବ୍ରାହ୍ମଣ ସମାଜର ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବି ସୁବୋଧ ଦାଶ ସଭାପତି , ରାମନାରାୟଣ ମିଶ୍ର ଉପ-ସଭାପତି…