ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚାର ସାଙ୍ଗଠନିକ ବୈଠକ

ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଷ କୁମ୍ଭାର ରଙ୍କ ସଭାପତିତ୍ୱ ରେ ଧର୍ମଗଡ଼ ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ମଣ୍ଡଳ ସଭାପତି ଏବଂ କାର୍ଯ୍ୟକର୍ତା ମାନଙ୍କୁ ନେଇ ସଦୃଢ଼ ଓ ସଙ୍ଗଠନକୁ ମଜଭୁତ…

ଭାଇ ହତ୍ୟା କଲା ଭାଇକୁ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ବଚସା ରୁ ସାନ ଭାଇକୁ ହତ୍ୟା କଲା ବଡ ଭାଇ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବହାଦୁର ବଗିଚା ପଡା ରେ lସୂଚଗାନାନୁଯାୟୀ, ରବିବାର ରାତ୍ରିରେ ଭବାନୀପାଟଣା ସହରର ବହାଦୁର ବଗିଚା…

ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଠାବ ଘଟଣା,ସୋମବାର ଶବ ବ୍ୟବଚ୍ଛେଦ-ପରିବାରକୁ ହସ୍ତାନ୍ତର

ଧର୍ମଗଡ: ( ହେମନ୍ତ କୁମାର ମାଝୀ)ଧର୍ମଗଡ ଥାନା ଅଧିନସ୍ଥ ଘୁମର -ବୋଡେ଼ନ ରାସ୍ତା କେନାଲ କଡ଼ ଭିତରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଦେହ ରବିବାର ଦିନ ଠାବ ହୋଇଥିଲା। ମୃତକ ଜଣକ ଅଏଲାଜୋର ଗ୍ରାମର ଡିଙ୍ଗର ହାତୀ (୪୫)।ସୂଚନା ଅନୁଯାୟୀ…

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ୯୯ ତମ ଜନ୍ମ ଦିବସ ପାଳିତ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରାଜ ହୋଟେଲ ସଭାଗୃହ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ କବି, ସୁବକ୍ତା ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୯ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି।…

କ୍ରିକେଟ ଖେଳି ଆହତ ହେଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ନର୍ଲା ବିଧାୟକ ଭୂପିନ୍ଦର ସିଂ ସୋମବାର ଏକ କ୍ରିକେଟ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିକେଟ ଖେଳୁଥିବା ବେଳେ ପଡି ଯାଇ ଆହତ ହୋଇଛନ୍ତି l ତାଙ୍କୁ କେସିଙ୍ଗା ଡାକ୍ତର ଖାନରେ ପ୍ରାଥମିକ ଚିକିତ୍ସା…

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସl ଗ୍ରାମପଞ୍ଚାୟତ ଦହ୍ୟା ହାଟପଦା ଠାରେ ବିଜେପି ପକ୍ଷରୁ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଅଜାତ ଶତ୍ରୁ, ସୁବକ୍ତା, କବି ତଥା ସ୍ୱାଧୀନତା ପର ଭାରତୀୟ…

ସାମ୍ବାଦିକ ସଂଘ, କଣ୍ଟାମାଳ (ସାସକ )ର ବୈଠକ

କଣ୍ଟାମାଳ: (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣି ପଞ୍ଚାୟତର ସଭାଗୃହଠାରେ ସାମ୍ବାଦିକ ସଂଘ, କଣ୍ଟାମାଳ (ସାସକ)ର ଏକ ବୈଠକ ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ଆବାହକତ୍ୱ ଓ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ସଭ୍ୟ ମୁକେଶ ପାଢ଼ୀ…