ଶ୍ରୀକ୍ଷେତ୍ର ରୁ ପାତାଳି ଶ୍ରୀକ୍ଷେତ୍ର କୁ ଆସିଲା ସୁଭଦ୍ରା ରଥ ଚକ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଶ୍ରୀକ୍ଷେତ୍ର ପୁରୀ ରୁ ଆସିଲା ଦେବୀ ସୁଭଦ୍ରା ଙ୍କ ରଥ ଚକ। ଏହି ରଥ ଚକ ପାତାଳୀ କ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲା କୋଟସମଲେଇ ଠାରେ ରହିବ । କୋଟସମଲେଇ ପାତାଳୀ କ୍ଷେତ୍ର ରୁ ଯାଇଥିବା ତୁଳସୀ ଗାଡିରେ ଶ୍ରୀକ୍ଷେତ୍ର…

ଉଲୁଣ୍ଡା ପୋଲିସ ଦ୍ୱାରା ୩୨କେଜି ଗଞ୍ଜେଇ ଜବତ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପୋଲିସ ଦ୍ୱାରା ୩୨କେଜି ଗଞ୍ଜେଇ ଜବତ କରିବା ସହିତ ୫ ଜଣଙ୍କୁ ଗିରଫ ଗିରଫ କରିଛି ପୋଲିସ l ସୂଚନା ଅନୁସାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ…

ଅପହରଣ ଓ ହତ୍ୟା ଅଭିଯୋଗରେ ମହାନଦୀ ସେତୁ ଉପରେ ଶବ ରଖି ରାସ୍ତାରୋକ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ମହାନଦୀ ସେତୁ ନିକଟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର l ପୀଡିତ ପରିବାର ଓ ଗ୍ରାମବାସୀ ଆଣୁଛନ୍ତି ଅପହରଣ ଓ ହତ୍ୟା ଅଭିଯୋଗ l ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା…

ଧର୍ମଗଡ଼ ସହର ରେ ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭବ୍ୟ ନିଶାନ ଶୋଭାଯାତ୍ରା

ଧର୍ମଗଡ଼:୨୩/୧୧(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ସହର ର ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ବଡ଼ ଏକାଦଶୀ ଓ ବାବା ଖଟୁ ଶ୍ୟାମ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ନିଶାନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଶ୍ରୀ ଶ୍ୟାମ ପରିବାର ଆୟୋଜନ…

ଆଇନ ଅମାନ୍ୟକାରୀଙ୍କ ଉପରେ କଠୋର ହୁଅ – ଜିଲ୍ଲାପାଳ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)୨୩/୧୧:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ସମିତି ଓ ଶୂନ୍ୟ ମୃତ୍ୟୁ ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପରିବହନ ବିଭାଗର…

ଟାୱାର ସାମଗ୍ରୀ ଚୋରି କରୁଥିବା ସମୟୟରେ ଗ୍ରାମ ବାସୀ କାବୁ କରି ପୋଲିସ ଙ୍କୁ ଦେଲେ ଜୀମା ,୨ ଜଣ ଅଟକ।

ହରଭଙ୍ଗା:୨୩/୧୧ (ଆପ୍ର)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗାଁ ନିକଟରେ ନିର୍ମାଣ ଚାଲିଥିବା ବି ଏସ ଏନ ଏଲ ଟାୱାର କାମ ରେ ଜମା ହୋଇ ଥିବା ସାମଗ୍ରୀ ଜିନିଷ କୁ ଗତ ରାତିରେ ଦୁର୍ବୁତ୍ତ. ମାନେ…

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ହରଭଙ୍ଗା :୨୩/୧୧(ଚିତ୍ତରଞ୍ଜନ ସିଂହ) ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ହରଭଙ୍ଗାର ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତଙ୍କ ଅଧ୍ୟକ୍ଷତାରେ ଓଡିଶା ସରକାରଙ୍କ IYDP କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ମେଡିକାଲ ଅଫିସର…