୨୮ ରୁ ୧୩ତମ ଜାତୀୟ ନାଟକ ମହୋତ୍ସବ

ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ୧୩ ତମ ଜାତୀୟ ନାଟକ ମହୋତ୍ସବ ନିମନ୍ତେ ସଭାପତି କାଦିର ଖାଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୮ ତାରିଖ ରୁ୩୦…

ପୁରୁଣାକଟକ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ରଜତ ଜୟନ୍ତୀ ସମାରୋହ ଉଦଘାଟିତ

ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ସରସ୍ଵତୀ ଶିଶୁ ମନ୍ଦିରର 25 ବର୍ଷ ପୁର୍ତ୍ତୀ ଅବସରରେ ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ମାଁ ଭୈରବୀ ଙ୍କ ପୀଠ ରୁ ଅଖଣ୍ଡ ଜ୍ୟୋତି ଯାତ୍ରା, ଘୃତ ଯଜ୍ଞ…

ଚାରିଶମ୍ଭୁ ବ୍ରହ୍ମ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡ଼ି ମନ୍ଦିର ପ୍ରାଙ୍ଗଣରେ ଚ।ରିସମ୍ବୁ ବ୍ରହ୍ମ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ସମାଜର ସଭାପତି କିଶୋର ଚନ୍ଦ୍ର ପୁରୋହିତ ଓ ତାଙ୍କ ଧର୍ମ…

ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ

ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ଜୁନାଗଡ଼ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ଧର୍ମଗତ ନିର୍ବାଚନ ମଣ୍ଡଳୀ ଓ ଜୁନାଗଡ଼ ନିର୍ବାଚନ ଏଵଂ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ଵ୍ଳକ ର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି…

ହରଭଙ୍ଗା ପ୍ୟାକ୍ସ ରେ ଧାନ ମଣ୍ଡି ଆରମ୍ଭ

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ସେବା ସମବାୟ ସମିତି ରେ ଶନିବାର ଧାନ ମଣ୍ଡି ର ଶୁଭାରମ୍ଭ ହୋଇଯାଇଛି।ଶନିବାର ସକାଳ ୧୧ ଟା ରେ ସମିତି ର ସମ୍ପାଦକ ନିର୍ମଳ ବାରିକ ଏବଂ ସଭାପତି ସୁମଜି ଲାଲ ଙ୍କ ଉପସ୍ଥିତ ରେ…

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ଼ : ୨୨/୧୨(ହେମନ୍ତ କୁମାର ମାଝୀ)ତାଲୁକ ଆଇନ ସେବା ସମିତି, ଧର୍ମଗଡ ତରଫରୁ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଅଭିଯୋଗ ବ୍ୟବସ୍ଥା ତଥା ଏହାର ନିରାକରଣ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ…