ଧୁମ ଧାମ ରେ ପାଳନ ହେଲା ୨୦୨୩ ବ୍ଲକ ସ୍ତରୀୟ ଚଇତି

କାଶୀପୁର: (ଅଞ୍ଜନ କୁମାର ନାଏକ)ଚଳିତ ବର୍ଷ କାଶୀପୁର ଠାରେ ଚଇତି ମହୋତ୍ସବ ୨୦୨୩ ପାଳନ କରାଯାଇଛି। ୨୦୨୩ ଚଇତି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମେ କଳସ ପୂଜା ଓ ବନ୍ଦନା, କାଶୀପୁର ନଗର ପରିକ୍ରମା, ପ୍ରଦୀପ ପ୍ରଜ୍ୱଳନ ଓ ଶୁଭ ଉଦଘାଟନ ଏବଂ…

କେସିଙ୍ଗା ପୋଲିସକୁ ସଫଳତା ୩ ଲକ୍ଷ ଚୋରି ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

କେସିଙ୍ଗା ; (ପ୍ରୀତେଶ ପଟେଲ)ଗତ ଡିସେମ୍ବର ୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା କେସିଙ୍ଗାବ୍ଲକ ତୁଣ୍ଡଲା ଗ୍ରାମର ଅଶୋକ କୁମାର ଭୋଇ ଙ୍କ ଠାରୁ ନିଜ ଘର ସମ୍ମୁଖ ରୁ ଦୁଇ ଜଣ ଦୂର୍ବୁର୍ତ ତିନି ଲକ୍ଷ ଟଙ୍କା ନେଇ ଚଂପଟ…

ବେଲଗୁଣ୍ଠା ଏନ୍ଏସି ଡିଲର୍ସ ଫେଡେରେସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବେଲଗୁଣ୍ଠା:୧୪ /୧୨ (ସୁଶାନ୍ତ କୁମାର ବେହେରା )ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ୍ ର ଆହ୍ୱାନ କ୍ରମେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଡିଲର୍ସ ଫେଡେରେସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି I ଡିଲର୍ସ ଫେଡେରେସନ୍ ମୁଖ୍ୟ ଦାବି…

ବାମଣ୍ଡା ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବାମଣ୍ଡା ଗ୍ରାମ ପଞ୍ଚାୟତ ଠାରେ ” ବିକଶିତ ଭାରତ ସଂକଳ୍ପ ଯାତ୍ରା” ଅନୁଷ୍ଟିତ ହୋଇଥିଲା ।ବାମଣ୍ଡା ଗ୍ରାମ ମୁହଁରେ ଏହି ରଥକୁ ସ୍ଵାଗତ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମ ଆରମ୍ଭ ରେ ସ୍ବାଗତ ପାଇଁ ବହୁ…

ମନ୍ତ୍ରୀ ଙ୍କ କରକମଳରେ ବିର୍ଷମୁଣ୍ଡା ଆଦିବାସୀ ମହାସଂଘ ର ସଭାଗୃହ ପ୍ରତିଷ୍ଠା ଓ ଉଦ୍ଘାଟନୀ ଉତ୍ସବ

ହରଭଙ୍ଗା :୧୪ /୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚାରିଛକ ଠାରେ ବ୍ଲକ୍ ର ଆଦିବାସୀ (କନ୍ଧ) ମହାସଂଘ ର ନୂତନ ସଭାଗୃହ ପ୍ରତିଷ୍ଠା ଓ ଉଦ୍ଘାଟନୀ ଉତ୍ସବ ଗୁରୁବାର ଦିନ ଓଡ଼ିଶା ସରକାର ଙ୍କ ଜଙ୍ଗଲ ପରିବେଶ, ପଂଚାୟତ…

ଲାଗିଲା ମାଓ ପୋଷ୍ଟର,କାଶୀପୁର ଅଞ୍ଚଳରେ ସ୍ଥିତି ଜାହିର କଲା ଲାଲବାହିନୀ

କାଶୀପୁର;(  ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତରେ ପ୍ରଥମ କରି ଲାଗିଛି ଲାଲବାହିନୀ ମାଓ ପୋଷ୍ଟର।ଏହି ଭଳି ଭାବେ କାଶୀପୁରସ୍ତିତ ନକଟି ଗୁଡ଼ି ମନ୍ଦିର, ମାଣ୍ଡିବିଶି GP ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ, ଶୁଙ୍ଗେର, ସିନ୍ଧୁର ଘାଟି…