ରାମଗଡ ଜଗନ୍ନାଥ ବନ ପ୍ରକଳ୍ପ ର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲାପାଳ ଙ୍କୁ ଭେଟିବ ଜର୍ଣ୍ଣାଲିଷ୍ଟ ଆସୋସେସନ ହରଭଙ୍ଗା ବ୍ଲକ

ହରଭଙ୍ଗା :  (ଚିତ୍ତରଞ୍ଜନ ସିଂହ)ନୂଆ ବର୍ଷ କୁ ନେଇ ସବୁ ଆଡେ ବଣଭୋଜିର ଅସରl ଜମିବାରେ ଲାଗିଲାଣି l ବଣ ଭୋଜି ପାଇଁ ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ପ୍ରମୁଖ ସ୍ଥଳୀ ପାଲିଟି ଥିବା…

ଧର୍ମଗଡ ବସ୍ତିପଡ଼ା ଠାରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଙ୍କ ପଞ୍ଚଦିନାତ୍ମକ ପୁଜନୋତ୍ସବ ଉଦଯାପିତ

ଧର୍ମଗଡ଼:  (ହେମନ୍ତ କୁମାର ମାଝୀ)ଦୀର୍ଘ ୪୨୦ ବର୍ଷ ଧରି ଏକ ତମ୍ବୁ ରେ ପୂଜା ପାଉଥିବା ପ୍ରଭୁ ରାମଚନ୍ଦ୍ର ଆସନ୍ତା ୨୦୨୪ ଜାନୁୟାରୀ ୨୨ ତାରିଖ ଦିନ ତାଙ୍କ ନବ ନିର୍ମିତ ଅଯୋଧ୍ୟା ମନ୍ଦିରକୁ ବିଜେ କରିବେ ଓ ଆମେ ସମସ୍ତେ…

ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ସହିତ ଉଦଯାପିତ ହେଲା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ୍ ଜନ୍ହାପଙ୍କ ସ୍ଥିତ ଗନ୍ଧରାଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଗତ ୪ ତାରିଖରୁ ଆରମ୍ଭ ହୋଇ ଥିବା ନୁଆ ଓ ଯୁବ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇ ଯାଇଛି । ଏଥିରେ…

ଉଦଯାପିତ ହେଲା ସପ୍ତମ ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା

ହରଭଙ୍ଗା:  (ଚିତ୍ତରଞ୍ଜନ ସିଂହ)ସମ୍ବଲପୁରୀ ନୃତ୍ୟୁ ଓ ଗୀତରେ ଦର୍ଶକ ବିଭୋର ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ସାତ ଦିନ ଧରି ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଗୁରୁବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଚାରବାହାଲ୍ ର ରୌପ୍ୟ ଜୟନ୍ତୀ ସମାରୋହ

ଧର୍ମଗଡ଼; ୨୧ /୧୨ (ହେମନ୍ତ କୁମାର ମାଝୀ)ଜୁନାଗଡ଼ ବ୍ଲକ ଚାରାବାହାଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଘଣ୍ଟା ରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ରେ ବିଶିଷ୍ଟ ବ୍ୟବସାୟୀ ତଥା ସମାଜସେବୀ…

ମିଶନ ଶକ୍ତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏମ,ଵି,କେ ଙ୍କ ପାଇଁ କମ୍ପୁଟର ଟ୍ରେନିଙ୍ଗ

ଧର୍ମଗଡ଼: ୨୧/୧୨ ( ହେମନ୍ତ କୁମାର ମାଝୀ) ମହିଳା ମାନଙ୍କୁ ସ୍ଵାବଲମ୍ଵି କରିବା ପାଇଁ ରାଜ୍ୟ ସରକାର ଅଙ୍ଗୀକାର ବଦ୍ଧ ତେଣୁ ମିଶନ ଶକ୍ତି ମଧ୍ୟମରେ ତୃଣମୂଳ ସ୍ତରରୁ ପ୍ରସ୍ତୁତ ହେଉଛି। ଯୋଜନା ରୂପାରେଖା ଏହି କ୍ରମେ ଧର୍ମଗଡ଼ ଵ୍ଳକ ଏମ,ଵି,କେ…

ଟିଟିଲାଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ବିନା ଟଙ୍କାରେ ମିଳୁନି ସରକାରୀ ମାଗଣା ଔଷଧ – ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବି

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)ଯକ୍ଷ୍ମା ରୋଗର ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ଔଷଧ ଯୋଗାନ୍ତି ସରକାର କିନ୍ତୁ ଟିଟିଲାଗଡ଼ ଅଞ୍ଚଳରେ କିଛି ମାସ ହେଲା ଯକ୍ଷ୍ମା ରୋଗି ମାନଙ୍କୁ ଠିକ୍ ସମୟରେ ଔଷଧ ମିଳୁନଥିବା ଅଭିଯୋଗ…

ରଙ୍ଗା ରଙ୍ଗ ପରିବେଶରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ହରଭଙ୍ଗା :୨୧/୧୨  (ଚିତ୍ତରଞ୍ଜନ ସିଂହ)ସ୍ତାନୀୟ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ(IYDP) ମହାସମାରୋହରେ ରଙ୍ଗା ରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଶେଖର ରାଉତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ।…

ଏସଏଚଜି ମହିଳା ମାନଙ୍କ ଗ୍ରୁପ ପଇସା ଠକ କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ

କେସିଙ୍ଗା : (ପ୍ରୀତେଶ ପଟେଲ)ଗତକାଲି କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକ ଅଦାଲତ ରେ ଏକ ପଇସା ଠକ କେସ ର ବିଚାର କରି ଅଭିଯୁକ୍ତ କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦୦୦ ଟଙ୍କା…