ଭଵାନୀପଟଣା ଠାରେ ହେବାକୁଥିବା କଳାହାଣ୍ଡି ଉତ୍ସଵ ଘୁମୁରା ପାଇଁଁ ମଶାଲ ଯାତ୍ରା

ଧର୍ମଗଡ଼ :ତା ୧୨/୧/୨୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ ଭବାନିପାଟଣା ଠାରେ ହେବାକୁଥିବା ଧର୍ମଗଡ ମା ଭଣ୍ଡାରଘରଣୀ ଙ୍କ ପିଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି ଏହି ମଶାଲ ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବ ଵୋଳି…

ଜଗନ୍ନାଥ ବନ ପ୍ରକଳ୍ପ ବଣଭୋଜି ସ୍ଥଳି କୁ ପ୍ଲାଷ୍ଟିକ ମୁକ୍ତ ପାଇଁ ସଚେତନତା କାର୍ଯ୍ୟକ୍ରମ

ହରଭଙ୍ଗା :(ଚିତ୍ତରଞ୍ଜନ ସିଂ)ପଲିଥିନ ଵା ପ୍ଲାଷ୍ଟିକ ବର୍ଜନ, ପ୍ଲାଷ୍ଟିକ ମୁକ୍ତ ଅଂଚଳ ଓ ସୁସ୍ଥ ପରିବେଶ ସୃଷ୍ଟି କରିବାପାଇଁ ଆଜି ବୌଦ୍ଧ ବନବିଭାଗ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ମହାନଦୀ କୂଳରେ ଥିବା ଜଗନ୍ନାଥ ବନପ୍ରକଳ୍ପ ବଣଭୋଜି ସ୍ଥଳ ରେ…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳନ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ରେ ରେଡ୍ ରୀବନ୍ କ୍ଲବ୍ ଏବଂ ଯୁବ ରେଡକ୍ରସ୍ ର ମିଳିତ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳନ ହୋଇ ଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେଣୀଆ ଙ୍କ…

ଷ୍ଟ୍ରିଟ ଲାଇଟ ପାଇଁ ଗ୍ରାମବାସୀଙ୍କ ଅଭିଯୋଗ

ହରଭଙ୍ଗା :(ଚିତ୍ତରଞ୍ଜନସିଂ). ଗାଁ, ଗଣ୍ଡା, ଗହଳିପୂର୍ଣ୍ଣ ଛକ ଗୁଡିକରେ ସରକାରୀ ଅନୁଦାନ ରେ ଆଲୋକୀ କରଣ କରିବା ପାଇଁ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ତା କରାଯାଉଛି l କିନ୍ତୁ ଦୀପ ତଳ ଅନ୍ଧାର ଭଳି ଏକ ଜନ ଗହଳି ପୂର୍ଣ୍ଣ ଛକ…

ଚାରି ଜାଲିଆତି ଶିକ୍ଷକଙ୍କ ବିରୁଦ୍ଧରେ ଅଭିଯୋଗ।ସନ୍ଧେହ ଘେରରେ ଜିଲ୍ଲା ଶିକ୍ଷା ବିଭାଗ!

କାଶୀପୁର : ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ଶିକ୍ଷା ବିଭାଗ ଅଧିନ ରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ । ଏ ନେଇଁ ଦୁଇଜଣ ଶିକ୍ଷକଙ୍କ ବିରୁଦ୍ଧରେ କାଶୀପୁର ଥାନା ରେ ବିଭାଗ ପକ୍ଷରୁ…

ପୁଣି ଯାତ୍ରୀଙ୍କୁ କଣ୍ଟାମାଲ ଗ୍ରାମ ଠାରେ ମାରଣାନ୍ତର ଆକ୍ରମଣ ଓ ଲୁଟମାର ଅଭିଯୋଗ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଥାନା ଅନ୍ତର୍ଗତ ଶୁଙ୍ଗେର ପଞ୍ଚାୟତ କଣ୍ଟାମାଲ ଗ୍ରାମ ଠାରେ ପୁନର୍ବାର ଯାତାୟାତ ଲୋକକୁ ମରଣାନ୍ତର ଆକ୍ରମଣ ସହ ଭୟଭୀତ କରି ଲୁଟମାର କରିଥିବା କାଶୀପୁର ଥାନାରେ ଅଭିଯୋଗ କରାଯାଇଛି ।…

୪ ଦଫା ଦାବୀ ନେଇ ଧାରଣାକୁ ଓହ୍ଲାଇଛି ଜିଲ୍ଲା ରେଳ ଉପଭୋକ୍ତ ସଂଘ

ବଲାଙ୍ଗିର ବ୍ୟୁରୋ:୧୧/୦୧(ନରେନ୍ଦ୍ର ନେଗୀ) ୪ ଦଫା ଦାବୀ ନେଇ ଆଜି ଧାରଣାକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତ ସଂଘ । ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ରେଳ ଷ୍ଟେସନରେ ଜାରି ରହିଛି ଧାରଣା । ଏହି ଧାରଣାରେ ବିକ୍ରମ…

ଅଧପନ୍ତରିଆ ରାସ୍ତା ପାଇଁ ବସ୍ତି ଭିତରେ ରାସ୍ତା ରୋକ

ଧର୍ମଗଡ: ୧୧/୧(ହେମନ୍ତ କୁମାର ମାଝୀ)ଅବଧି ସରି ୧୧ ମାସ ବିତିଲାଣି । କିନ୍ତୁ ରାସ୍ତା କାମ ସଂପୂର୍ଣ୍ଣ ହୋଇପାରୁନାହିଁ। କାମଟି ପୂର୍ତ୍ତ ବିଭାଗ ଅଧିନରେ ଥିବାବେଳେ ଜ୍ଯୋତିର୍ମୟ ସିଂ ନାମକ ଜନୈକ ଠିକାଦାର ଏହାର ନିର୍ମାଣ ଦାୟିତ୍ଵ ନେଇଛନ୍ତି। ଗତ ୨୦୨୨…

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପ୍ରଦାନରେ ଲେଖାଶ୍ରୀ

ହରଭଙ୍ଗା :(ଚିତ୍ତରଞ୍ଜନସିଂ). ସାରା ଭାରତ ବର୍ଷ ଅଯୋଧ୍ୟା ର ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ଏହି ଅବସରରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କୃଷ୍ନପାଲି ଗ୍ରାମରେ ଅକ୍ଷତ ଚାଉଳ ଓ ନିମନ୍ତ୍ରଣ ପତ୍ର ଘରକୁ ଘର ଦେଇ…

ଘମଟଗୁଡା, ଅମ୍ଲାଭଟାରେ ଭକ୍ତିପୂତ ସ୍ଵାଗତ ସହ ଗୁଆ ଚାଉଳ ଅର୍ପଣ

ମୁନିଗୁଡା: ୧୦।୧(ରାମାକାନ୍ତ ପୋଡାଳ )ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅଞ୍ଚଳରେ ଜଗନ୍ନାଥଙ୍କ ଅର୍ପଣ ରଥ ଭ୍ରମଣ କାର୍ଯ୍ୟକ୍ରମ ଶୁଭ ଆରମ୍ଭ ହୋଇଯାଇଥିବା ବେଳେ ଘମଟଗୁଡା,ଆମ୍ଲାଭଟା ପଞ୍ଚାୟତର ପ୍ରତ୍ୟେକ ୱାର୍ଡ ପରିକ୍ରମା କରିଛି ଜଗନ୍ନାଥଙ୍କ ଅର୍ପଣ ରଥ। ଅମ୍ଲାଭଟା ଜଗନ୍ନାଥ ମନ୍ଦିର ନିକଟରୁ…