ଓଡିଶା ପାଇଁ ଲଜ୍ୟା : ନାବାଳିକା କୁ ଦୁଷ୍କର୍ମ

ନବରଙ୍ଗପୁର:୨୫/୦୬ ନବରଙ୍ଗପୁର ରେ ବିଜୁ ଛାତ୍ର ଜନତା ଦଳ ତରଫରୁ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଓ ବଢୁଥିବା ମହିଳା ନିର୍ଯାତନା ବିରୁଦ୍ଧରେ ନବରଙ୍ଗପୁର ମହାବିଦ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ କରାଯାଇଛି ! ଏହି ପ୍ରତିବାଦ ସଭାରେ ବିଜେଡି ର ଡାବୁଗାଁ ବିଧାୟକ…

ପ୍ରେସ ଇସ୍ତାହାର ;-ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି

୧୪ ଜୁଲାଇ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ ନବରଙ୍ଗପୁର :୨୫/୦୬ଓଡ଼ିଶା ରାଜସ୍ୱ ଅମଲା ସଂଘର ଏକ ଗୁରୁତ୍ବପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା…

ଆମ୍ବର ଅହେତୁକ ଅଭାବ ବିକ୍ରି : ପ୍ରତିକାର ପାଇଁ ରାୟଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ

କାଶୀପୁର :୨୪/୬ ( ଅଞ୍ଜନ କୁମାର ନାଏକ)ପ୍ରତି ବର୍ଷ ଭଳି ରାୟଗଡ ଜିଲ୍ଲା ର କାଶୀପୁର ବ୍ଲକ ଭଳି ଅନେକ ଅଞ୍ଚଳରେ ପ୍ରଚୁର ଆମ୍ବ ଉତ୍ପାଦନ ହୋଇଥିବା ବେଳେ ଆମ୍ବର ବିକ୍ରୀବଟା, ଆମ୍ବରୁ ଜେଲି, ଜାମ, ଆଚାର, ସ୍କ୍ୱାସ ପ୍ରସ୍ତୁତି ପାଇଁ…

ପଣ୍ଡାରା ମାଳି ସେବା ସଙ୍ଗ ପକ୍ଷରୁ ମହାସଭା ଏଵଂ ଜିଲ୍ଲା କମିଟି ଗଠନ

ଧର୍ମଗଡ଼ :୨୩/୬ ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଗଡିଆଯୋର ଆମ୍ବ ତୋଟା ଠାରେ ପଣ୍ଡରା ମାଳି ସେବା ସଙ୍ଗ ପକ୍ଷରୁ ଚାରି ଗଡ଼ ଜନସାଧାରଣ ଙ୍କୁ ନେଇ ଏକ ମହାସଭା ଆୟୋଜିତ କରାଯାଇଥିଲା ଉକ୍ତ ମହାସଭାରେ…

ଜାତି ସମାଜ ର ପରିଚୟ ପ୍ରମାଣ ଅନୁସାରେ ଜାତି ସଂଶୋଧନ କରିବାପାଇଁ ଦାବିପତ୍ର

ବୌଦ୍ଧ:-( ଚିତ୍ତରଞ୍ଜନ ସିଂହ )ତଅଁଳା ଗଉଡ଼ ଜମିପଟାକୁ କନ୍ଧଗଉଡ଼ ଆଦିବାସୀ ପ୍ରମାଣ ପତ୍ର ଦେବା ନିମନ୍ତେ କନ୍ଧଗଉଡ଼ ସମାଜ ମହିଳା ସଶକ୍ତି ସେବା ସମିତି ବୌଦ୍ଧ ପକ୍ଷରୁ ଚାରିଛକ ହାଟ ଗୃହ ରେ ଏକ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି…

ଶ୍ରୀକ୍ଷେତ୍ର ଜଗିବେ ୨୦୦ପ୍ଲାଟୁନ୍‌

ପୁରୀ: (ମନୋଜ କୁମାର ବଳିଆରସିଂ ) ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍‌।୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ।ଟ୍ରାଫିକ୍‌, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍‌ କଣ୍ଟ୍ରୋଲ ବ୍ୟବସ୍ଥା।ନୂଆ କରି ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ…

ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

ପୁରୀ ୨୩/୬ (ମନୋଜ କୁମାର ବଳିଆରସିଂ )ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ବା…

ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣା: ବିଷ ଖାଇଲେ ଅଭିଯୁକ୍ତ,ଗିରଫ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ

ଭୁବନେଶ୍ବର /’ଯାଜପୁର :ଦିଲ୍ଲୀ ଯୁବତୀଙ୍କୁ ଦଶରଥପୁରରେ ଅସଦାଚରଣ ଅଭିଯୋଗ। ଗିରଫ ଭୟରେ ବିଷ ପିଇଦେଲେ ଯୁବକ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍…

ରାୟଗଡା ରେ ଭୟଙ୍କର ଦୁର୍ଘଟଣା ଚାଁହୁ ଚାଁହୁ ଜଳିଗଲା ଦୁଇଟି ଗାଡି

ରାୟଗଡା :୨୨/୬(ଅଞ୍ଜନ କୁମାର ନାଏକ)ରାୟଗଡା ସ୍ଥିତ ମାଁ ମଝିଘରିଆଣି ମନ୍ଦିର ନିକଟ ରେ ଏକ ବିରାଟ ଦୁର୍ଘଟଣା ରେ ଦୁଇ ଗାଡି ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାଟି ମାଁ ମଝିଘରିଆଣି ମନ୍ଦିର ନିକଟ ରେଳ ବ୍ରିଜ…

କେସିଙ୍ଗା ହରତାଳର ପଞ୍ଚମ ଦିନ ଅହିଂସା ମାର୍ଗରେ

କେସିଙ୍ଗା:୨୩/୦୬ (ପ୍ରୀତେଶ ପଟେଲ)ସଚେତନ ନାଗରିକ ମଞ୍ଚ, କେସିଙ୍ଗା ଦ୍ୱାରା ଦଶ ଦଫା ଦାବି ନେଇ ଡାକରା ଦିଆଯାଇଥିବା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଆଜି ପଞ୍ଚମ ଦିନରେ ପହଞ୍ଚିଛି, କିନ୍ତୁ ଏପର୍ଯ୍ୟନ୍ତ ସମାଧାନର କୌଣସି ସଙ୍କେତ ମିଳିନାହିଁ। ତଥାପି, ଆନ୍ଦୋଳନ ପ୍ରତି…