ଟିଟିଲାଗଡ ଓ କଣ୍ଟାବାଞ୍ଜି ଠାରେ ନୂତନ କୋର୍ଟ କମ୍ପ୍ଲେକ୍ସର ଭିର୍ଚୁଆଲ ମୋଡରେ ଭିତ୍ତି ପ୍ରସ୍ତର ସ୍ଥାପନ

ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ) ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଅଧ୍ୟକ୍ଷ, ଗୃହ ନିର୍ମାଣ କମିଟି ମାନ୍ୟବର ଜଷ୍ଟିସ ଡକ୍ଟର ବି. ଆର.ଷଡଙ୍ଗୀ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ନିର୍ବାହୀ ଜଜ, ବଲାଙ୍ଗିର ବିଚାରବିଭାଗୀୟ ଓ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଦ୍ବିଦିବସୀୟ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ବିଧାୟକ , ସମ୍ମାନିତ…

ସୋନପୁରରେ ଚିତ୍ର ଗୁପ୍ତ ପୂଜା ମହା ସମାରୋହରେ ପାଳନ

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ସୁବର୍ଣ୍ଣପୁର ଆନୁକୁଲ୍ୟରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।ପୁଜା ପ୍ରାରମ୍ଭ ପୁର୍ବଦିନ…

ସର୍ଗିଗୁଡ଼ା ସ୍ଥିତ ଓମ ଭ୍ୟାଲି ସ୍କୁଲରେ ଶିଶୁ ଦିବସ ପାଳିତ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ନଭେମ୍ବର ୧୪ ଶିଶୁ ଦିବସ ଦିନ ସର୍ଗିଗୁଡ଼ା ସ୍ଥିତ ଓମ୍‌ଭେଲି ଜୁନିଅର ୱିଂ ରେ ଧୁମ ଧାମରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଶିଶୁ ମାନଙ୍କର ମନୋରଞ୍ଜନ ସକାଶେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ…

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ୨୦୨୩

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସ୍ଟେଡିୟମ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ସଭାପତିତ୍ଵରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ସଭାପତି…

ବୌଦ୍ଧ ଜିଲ୍ଲାରେ ଜାତୀୟ ପ୍ରେସ ଦିବସ – ୨୦୨୩ ପାଳିତ

ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ଜିଲ୍ଲା ପାଠାଗାର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରିତାକାନ୍ତି…

କଣ୍ଟାବାଞ୍ଜି ବିର୍ସାମୁଣ୍ଡା ଜନ୍ମ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି ବ୍ୟୁରୋ: ୧୫/୧୧(ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ଜିଆର ପେଲେସ ରେ ବିର୍ଷାମୁଣ୍ଡା ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଭଗବାନ୍ ବିର୍ସା ମୁଣ୍ଡା ଜୟନ୍ତୀ ଭାରତରେ ଏକ ବିରାଟ ସାଂସ୍କୃତିକ ଏବଂ ଐତିହାସିକ ଏକ ଉତ୍ସବ | ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ…

ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗକୁ ଗତିକରି ଶନିବାର ଓଡ଼ିଶା ଉପକୂଳ ମୁହାଁ ହେବାରସମ୍ଭାବନା ରହିଛି । ଶନିବାର ଦିନ ସକାଳ ସୁଦ୍ଧା…

ଜାତୀୟ ପ୍ରେସ ଦିବସ – ରାଜନୈତିକ, ସୋସିଆଲ ମିଡ଼ିଆ ଆଗରେ ଧରାସାୟୀ ସାମ୍ୱାଦିକ ପେଶା

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଙ୍କ ରିପୋର୍ଟ।ଆଜିର ଆଧୁନିକ ଯୁଗରେ ଯଦି କାହାକୁ ନ୍ୟାୟ ମିଳୁନି ତାହେଲେ ପୀଡ଼ିତଙ୍କ ସ୍ୱର ହୋଇ ନ୍ୟାୟ ପ୍ରଦାନ କରିବାରେ ସମର୍ଥ ହେଉଛି ପ୍ରେସ। କୌଣସି ସମସ୍ୟାର ସମାଧାନ ନିମନ୍ତେ ଏକ ମାତ୍ର ବ୍ରହ୍ମ।ସ୍ତ୍ର ହେଉଛି ଏହି ପ୍ରେସ।…

ପିପଲପଦର ଏସସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତି ଅବସରରେ ଯୋଗଦେଲେ ଦୁଇ ମନ୍ତ୍ରୀ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରର ପରିଚିତ ଏସସିଡି ଚକ୍ଷୁ ଚିକିତ୍ସାଳୟର ରୌପ୍ୟ ଜୟନ୍ତି ଅତି ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ବିଧାୟିକା ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ,…