ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କଳାହାଣ୍ଡି ବନ୍ଦ
କଳାହାଣ୍ଡି: ( ନରେନ୍ଦ୍ର ନେଗୀ)ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଶନିବାର ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଇଛି l କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବାର ଘଣ୍ଟିଆ ବନ୍ଦ କରାଯାଇଛି l ଯାହାର ପ୍ରଭାବ କଳାହାଣ୍ଡି…
କଳାହାଣ୍ଡି: ( ନରେନ୍ଦ୍ର ନେଗୀ)ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ ଶନିବାର ପଶ୍ଚିମ ଓଡିଶା ବନ୍ଦ ପାଳନ କରାଯାଇଛି l କୋଶଲ ରାଜ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବାର ଘଣ୍ଟିଆ ବନ୍ଦ କରାଯାଇଛି l ଯାହାର ପ୍ରଭାବ କଳାହାଣ୍ଡି…
ଧର୍ମଗଡ଼ : (ହେମନ୍ତ କୁମାର ମାଝୀ ) ସ୍ବତନ୍ତ୍ର ରାଜ୍ୟମାନ୍ୟତା ଦାବିରେ ଆଜି କୋସଲ ରାଏଜ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ୧୨ ଘଣ୍ଟିଆ କୋସଲ ମହାବନ୍ଦ ଡାକରା ଦିଆ ଯାଇଛି ଏହା କୁ ସମର୍ଥନ କରି କଳାହାଣ୍ଡି ଜିଲ୍ଲାରେ ପାଳନ କରୁଛି…
ଭୁବନେଶ୍ବର / ଯାଜପୁର :ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଚଣ୍ଡିତଳ ଗ୍ରାମପଞ୍ଚାୟତ ସରପଞ୍ଚ ସାଗରିକା ତରେଇଙ୍କ ମହାନତା । ଏକ ଦୁଃଖଦ ଘଟଣାରେ ଚଣ୍ଡିତଳ ଗ୍ରାମର ଶ୍ରୀଯୁକ୍ତ ବିନୋଦ ଦଳାଇ ଓ ସର୍ବେଶ୍ଵର ଦଳାଇଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି…
ଟିଟିଲାଗଡ: ( ସଞ୍ଜୟ କୁମାର ନାୟକ) ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ତଥା ଅଧ୍ୟକ୍ଷ, ଗୃହ ନିର୍ମାଣ କମିଟି ମାନ୍ୟବର ଜଷ୍ଟିସ ଡକ୍ଟର ବି. ଆର.ଷଡଙ୍ଗୀ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ନିର୍ବାହୀ ଜଜ, ବଲାଙ୍ଗିର ବିଚାରବିଭାଗୀୟ ଓ…
କଳାହାଣ୍ଡି:( ନରେନ୍ଦ୍ର ନେଗୀ)ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଦ୍ବିଦିବସୀୟ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ବିଧାୟକ , ସମ୍ମାନିତ…
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ସୁବର୍ଣ୍ଣପୁର ଆନୁକୁଲ୍ୟରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି ।ପୁଜା ପ୍ରାରମ୍ଭ ପୁର୍ବଦିନ…
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ନଭେମ୍ବର ୧୪ ଶିଶୁ ଦିବସ ଦିନ ସର୍ଗିଗୁଡ଼ା ସ୍ଥିତ ଓମ୍ଭେଲି ଜୁନିଅର ୱିଂ ରେ ଧୁମ ଧାମରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟରେ ଶିଶୁ ମାନଙ୍କର ମନୋରଞ୍ଜନ ସକାଶେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ…
କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଆଜି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ସ୍ଟେଡିୟମ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଜିଲ୍ଲାପାଳ ପି.ଅନ୍ବେଶା ରେଡ୍ଡୀ ଙ୍କ ସଭାପତିତ୍ଵରେ ଉଦ୍ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହଦେଓ ସଭାପତି…
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)ଜିଲ୍ଲା ପାଠାଗାର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ – ୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରିତାକାନ୍ତି…
କଣ୍ଟାବାଞ୍ଜି ବ୍ୟୁରୋ: ୧୫/୧୧(ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ଜିଆର ପେଲେସ ରେ ବିର୍ଷାମୁଣ୍ଡା ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଭଗବାନ୍ ବିର୍ସା ମୁଣ୍ଡା ଜୟନ୍ତୀ ଭାରତରେ ଏକ ବିରାଟ ସାଂସ୍କୃତିକ ଏବଂ ଐତିହାସିକ ଏକ ଉତ୍ସବ | ଆଦିବାସୀ ସମ୍ପ୍ରଦାୟର ଅଧିକାର ଏବଂ…