ଅଯୋଧ୍ୟାରୁ ଆସିଥିବା ଅକ୍ଷତ କଳସ କୁ ଵଡବସୁଲ ଗ୍ରାମ ପଞ୍ଚାୟତ ଠାରେ ଆରମ୍ଭ

ଧର୍ମଗଡ଼ :୮/୧(ହେମନ୍ତ କୁମାର ମାଝୀ) ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଳସ ଏଵଂ ଭଗବାନ ଶ୍ରୀ ରାମଚନ୍ଦ୍ର ଙ୍କର ପତ୍ରିକା ନିମନ୍ତ୍ରଣ ଧର୍ମଗଡ଼ ବ୍ଲକ ବଡବସୁଲ ଗ୍ରାମପଞ୍ଚାୟତ ରେ ଆରମ୍ଭ ହୋଇଯାଇଛି ଉକ୍ତ କଳସ ଯାତ୍ରା ରେ ବରିଷ୍ଠ ଆଇନଜୀବୀ ଓ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଡୋକରିଚଞ୍ଚରା ,ପିକନିକ ଋତୁରେ ପ୍ରଵଳ ଗହଳି

ଧର୍ମଗଡ଼ :(ହେମନ୍ତ କୁମାର ମାଝି )କଳାହାଣ୍ଡି ଜିଲ୍ଲା କୋକସରା ଵ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଜିଲ୍ଲା ର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ଗୁଡହାଣ୍ଡି ଡୋକରିଚଞ୍ଚରା। ପ୍ରାକୃତିକ ପରିବେଶ ଓ ପ୍ରକୃତି ରାଣୀ ବିଭିନ୍ନ ମନୋରମା…

ଜନଶୁଣାଣି ଶିବିରରେ ୯୯ ଟି ଅଭିଯୋଗର କରାଗଲା ତତକାଳ ସମାଧାନ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୯୯  ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି l ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଉପସ୍ଥିତିରେ ଏହି ଅଭିଯୋଗ ଶୁଣାଣୀ…

ବିଜେଡି ଛାଡିଲେ ବଳଭଦ୍ର

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ସୋମବାର ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି l ବିଜୁ ଜନତା ଦଳ ସଭାପତିଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରେରଣ କରିଥିବା ଜଣା ଯାଇଛି…

ଆଶାକର୍ମୀ ମାନଙ୍କର ୯ ଦଫା ଦାବୀ ନେଇ ବ୍ଲକ ସମ୍ମୁଖରେ ବିକ୍ଷୋଭ

ନବରଙ୍ଗପୁର ; (ବେଣୁ ଗୋପାଳ ରାଓ) ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶାରାଜ୍ୟ ଆଶା କର୍ମୀ ସଂଘ ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକର ଆଶା କର୍ମୀ ସଂଘର ଆହ୍ୱାନ କ୍ରମେ ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପ୍ରଦର୍ଶନ…

ଖଲଖଲି ଗାଁରେ ଅଭାବନୀୟ ଘଟଣା,ପରିବାର ଲୋକଙ୍କୁ ବନ୍ଧା ରଖି ମୃତ ଶରୀର କୁ ଗାଁ କୁ ପଠାଇ ଦେଲା ଦାଦନ ସର୍ଦାର

ପାଟଣାଗଡ଼ : (ନରେନ୍ଦ୍ର ନେଗୀ)ବେଲପଡା ବ୍ଲକ ରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳୁଛି |ପେଟ ପାଟଣା ପାଇଁ ଦାଦନ ଯାଇ ଶବ ହୋଇ ଗାଁ ଫେରୁଛନ୍ତି ଶ୍ରମିକ |ତେବେ ଶ୍ରମିକ ର ମୃତ୍ୟୁ ପରେ ବି ଦାଦନ ସର୍ଦାର ପରିବାର…

ନବରଙ୍ଗପୁର କାର୍ଯ୍ୟାଳୟ ରୁ ଶ୍ରୀଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଉଦ୍ଘାଟନ ଅବସରରେ ଆଜି ପୂର୍ବାହ୍ନ ୧୦  ଘଟିକା ସମୟରେ ପୌରପାଳିକା ନବରଙ୍ଗପୁର କାର୍ଯ୍ୟାଳୟ ରୁ ଶ୍ରୀଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ କରାଯାଇଛି । ସର୍ବ ପ୍ରଥମେ ନବରଙ୍ଗପୁର…

ଖୁଣ୍ଟସମଲେଇ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଫଟାମୁଣ୍ଡା ଦଳ ବିଜୟୀ

ପାଟଣାଗଡ ବ୍ୟୁରୋ : (ନରେନ୍ଦ୍ର ନେଗୀ)ଖୁଣ୍ଟସମଲାଇ ୟଙ୍ଗ ଷ୍ଟାର ସ୍ପୋର୍ଟ୍ସ ଆସୋସିଏସନ ତରଫରୁ ଆୟୋଜିତ ୫ ଦିନିଆଁ କ୍ରିକେଟ ଟୁର୍ନାମେଣ୍ଟ ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ଯୋଗଦେଇ କ୍ରିକେଟ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ରାଶି ଏବଂ…

ଦୁବାଇରେ ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର/ ଦୁବାଇ : ତା୦୭/୦୧ ( କିଶୋର ଦ୍ବିବେଦୀ )ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ଏବେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦିଜୀ ଙ୍କ ଫୋଟ ଚିତ୍ର ନଥିବାରୁ ବିଜେପି କାଉସିଲର ଙ୍କ ମଧ୍ୟ୍ୟରେ ଆସନ୍ତଷ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ) ପୌରପାଳିକା ପକ୍ଷରୁ ଭେଣ୍ଡିଙ୍ଗ ଜୋନ ଉଦଘାଟନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ବେନେର ରେ ନରେନ୍ଦ୍ର ମୋଦିଜୀ ଙ୍କ ଫୋଟ ଚିତ୍ର ନଥିବାରୁ ବିଜେପି କାଉସିଲର ଙ୍କ ମଧ୍ୟ୍ୟରେ ଆସନ୍ତଷ ନବରଙ୍ଗପୁର…