ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ବଣ୍ଟନ ଶିବିର

୬୬୦ ଜଣ ହିତାଧିକାରୀ ଙ୍କୁ ୨ କୋଟି ୯୯ ଲକ୍ଷ ରୁ ଉର୍ଦ୍ଧ ରାଶି ବଣ୍ଟନ ହରଭଙ୍ଗା :୧୩/୧୨ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୂର ସ୍ଥାୟୀ ନର୍ସରୀ ଠାରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ରାଶି ଜିଲ୍ଲାର…

ପରିତ୍ୟକ୍ତ ନଳକୂଅରୁ ନବଜାତ ଉଦ୍ଧାର,ଉଦ୍ଧାରକାରୀ ଟିମ୍‌କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର/ଭୁବନେଶ୍ବର  :ସମ୍ବଲପୁର ଜିଲା ରେଙ୍ଗାଲି ଥାନା ଅଧୀନ ଲାରିପାଲିସ୍ଥିତ ଶ୍ରୀରାମ ବୁଢା ଜଙ୍ଗଲରେ ମଙ୍ଗଳବାର ରାତିରେ ନବଜାତ ଶିଶୁକନ୍ୟାକୁ ପରିତ୍ୟକ୍ତ ନଳକୂପ ଭିତରୁ ସୁରକ୍ଷିତ ଭାବେ ନବଜାତକ ଉଦ୍ଧାର ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଉଦ୍ଧାରକାରୀ ଦଳ ଜୀବିତ…

ଦୀର୍ଘ ମାସ ଅନ୍ଧକାର ପରେ ମୈତ୍ରୀ କମ୍ପାନୀର ସହଯୋଗରେ ଆଲୋକିତ ହେଲା ବିର ଵାଫଳା ଗ୍ରାମ

କାଶୀପୁର: ( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ବ୍ଲକ ସମ୍ମୁଖରେ ଗଣ ଧାରଣା

ବୌଦ୍ଧ:( ଚିତ୍ତରଞ୍ଜନ ସିଂହ )ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଗରୀବ ପରିବାରଙ୍କ କିପରି ମୁଣ୍ଡ ଉପରେ ପକ୍କା ଘର ହୋଇ ପାରିବ ସେ ଯୋଜନା ନେଇ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବାର…

‘ନୁଆଁ-ଓ’ ସମ୍ମନ୍ୱିତ ଯୁବ ଉତ୍ସବ ଉଦଯାପିତ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ ପକ୍ଷରୁ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କର ନୁଆଁ-ଓ ଯୋଜନା ଅନ୍ତର୍ଗତ ସମ୍ମନିତ ଯୁବ ବିକାଶ ନୁଆଁ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆଜି ସୋମବାର…

ସାଧାରଣ ନିର୍ବାଚନ – ୨୦୨୪ ସକାଶେ ସେକ୍ଟର ଅଧିକାରୀ ଏବଂ ପୋଲିସ ସେକ୍ଟର ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର

ଭବାନୀପାଟଣା : (ନରେନ୍ଦ୍ର ନେଗୀ)ଆସନ୍ତା ସାଧାରଣ ନିର୍ବାଚନ – ୨୦୨୪ ଉପଲକ୍ଷେ ଜିଲ୍ଲାରେ କିଭଳି ଏକ ସୁସ୍ଥ ଓ ଉପଯୁକ୍ତ ପରିବେଶରେ ଶାନ୍ତିଶ୍ରୁଙ୍ଖଳା ସହ ଭୋଟ ଦାନ କାର୍ଯ୍ୟ ସମାପନ ହେବ ଏବଂ ଏଥିପାଇଁ ନିର୍ବାଚନ ପୂର୍ବରୁ ସଂବେଦନଶୀଳ / ଅସୁରକ୍ଷିତ…

ଏମ୍ବିକେ ପାଇବେ କମ୍ପ୍ୟୁଟର ତାଲିମ,ଭିଡିଓ କନଫରେନ୍ସି ମାଧ୍ୟମରେ ଉଦ୍ଘାଟନ କଲେ ମିଶନ ଶକ୍ତି ସଚିବ

ମୁନିଗୁଡା: (ରମାକାନ୍ତ ପୋଡାଲ )ମହିଳା ସଶକ୍ତିକରଣ ଓ ମହିଳା ମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଆଜି ଆଉ ପାଦେ ଆଗକୁ ଯାଇ ଏମ୍ବିକେ ମାନଙ୍କୁ କମ୍ପ୍ୟୁଟର ତାଲିମ ଆରମ୍ଭ କରିଛନ୍ତି…

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡିଶା ର ଉଦଯାପନୀ ଉତ୍ସବ

ଧର୍ମଗଡ଼ : ୧୧/୧୨/(ହେମନ୍ତ କୁମାର ମାଝୀ)ଗତ ୨୩  ନଭେମ୍ବର ଠାରୁ ଆରମ୍ଭ ହୋଇଥିବା #ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ ଯାପନୀ ଉତ୍ସବ ଆଜି ମୁଖ୍ୟ ଅଥିତି ଶ୍ରୀ ମୋୖଷଧି ବାଗ,ବିଧାୟକ, ଧର୍ମଗଡ଼ ସମ୍ମାନନୀୟ ଅଥିତି ଶ୍ରୀ…

ଦୁଇ ମାସ ହେଲା ହେଇନି ଡ୍ରେନ ସଫା – ଅଳିଆ ଆବର୍ଜ୍ଜନାକୁ ନିଜେ ସଫା କରୁଛନ୍ତି ଲୋକେ, ସ୍ୱଚ୍ଛ ଅଭିଯାନର ସତ୍ୟତା

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୧୪ ର ଟାଙ୍ଗର ପଡ଼ା ତଳ ପଟେ ରହୁଥିବା ବାସିନ୍ଦାଙ୍କ ଦୁଃଖ କହିଲେ ନ ସରେ, ଏଠାରେ ରହୁଥିବା ଲୋକଙ୍କ ଘରକୁ ଯିବା ରାସ୍ତା ଅତି ସଙ୍କୁଚିତ ହୋଇଥିବା…

ହାତୀ ଘଉଡ଼ାଇବାକୁ ଯାଇ ନର୍ଲା ରେଞ୍ଜର ହାତୀ ଆକ୍ରମଣର ଶୀକlର

ଭବାନୀପାଟଣା :୧୦/୧୨(ନରେନ୍ଦ୍ର ନେଗୀ)ହାତୀ ଆକ୍ରମଣରୁ ଜନ ସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶୀକlର ହେଲେ ରେଞ୍ଜର l ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଆମ ପଡା ଗ୍ରାମ…