ମଣ୍ଡଳ ଉଚ୍ଚ ଵିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା : (ନରେନ୍ଦ୍ର ନେଗୀ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ବିଶ୍ୱନାଥ ସରକାରୀ ଉଚ୍ଚ ଵିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦ୍ଘାଟନ…

ଟିଟିଲାଗଡରେ ସ୍ମାର୍ଟ ମିଟର ନ ଲଗାଇବା ପାଇଁ ଟିପିଡବଲୁଓଡିଏଲ ଅଧିକାରୀଙ୍କ ସହ ବଣିକ ସଂଘ ସଦସ୍ୟଙ୍କ ଆଲୋଚନା

ଟିଟିଲାଗଡ : ( ସଞ୍ଜୟ କୁମାର ନାୟକ)ବିଦ୍ୟୁତ ବିଭାଗ ( TPWODL) ତରଫରୁ ଟିଟିଲାଗଡ ସହରରେ ଲାଗିଥିବା ପୁରୁଣା ମିଟର ଜାଗାରେ ସ୍ମାର୍ଟ ମିଟର ଲଗେଇବା ପାଇଁ ଯୋଜନା କରୁଥିବା ବେଳେ ଏହା ଜାଣିବା ସହରବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ ହେବା…

ଧର୍ମଗଡ଼ ଵ୍ଳକ ଅଧିନସ୍ଥ ଟିପିଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ସମାରୋହ ପାଳିତ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଧୀନସ୍ଥ ଟିପିଗୁଡା ଉଚ୍ଚ ବିଦ୍ୟାଳୟ ଠାରେ ଭାଷା ସାହିତ୍ୟ ଓ ସୃଜନଶୀଳତା ର ଉତ୍ସଵ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଵରିଷ୍ଟ ଶିକ୍ଷକ ଘନଶ୍ୟାମ ସା ଙ୍କ ସଭାପତିତ୍ବରେ…

୭୫ ତମ ସାଧାରଣତନ୍ତ୍ର ଦିଵସ ପାଳନର ପ୍ରସ୍ତୁତି ବୈଠକ

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଉପଖଣ୍ଡ ସ୍ତରୀୟ ୭୫ ତମ ସାଧାରଣତନ୍ତ୍ର ଦିଵସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରଓ୍ଵାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ତହସିଲଦାର…

ଜିଲ୍ଲା ସ୍ତରୀୟ ଚତୁର୍ଥ ଭାରତ ସ୍କାଉଟ ଓ ଗାଇଡ଼ସ ଉଦଘାଟିତ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ସ୍କାଉଡ଼ ଗାଇଡ଼ସ ଆନୁକୂଲ୍ୟରେ ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାର ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚତୁର୍ଥ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଗାଇଡ଼ କ୍ୟାମ୍ପରି ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଉଦ୍ଘାଟନୀ…

ଚାରିଛକ ରେ କଥା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ପଂଚାୟତ ହାଇସ୍କୁଲ ଚାରିଛକ ଠାରେ ” କଥା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ” ମୋ କଥା ମୋ କାହାଣୀ” ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଗୁଣନିଧି ସାହୁ ଙ୍କ ଅଧ୍ୟକ୍ଷତାରେ…

ଭାଷା ସାହିତ୍ୟ ଓ ସୃଜନଶିଳତା ଉତ୍ସବ

ହରଭଙ୍ଗା (ଚିତ୍ତ ରଞ୍ଜନ ସିଂ )ସାହିତ୍ୟ ସୃଜନୀ,ଜିଜ୍ଞ୍ୟାସା, କ୍ରୀଡାଙ୍ଗାନା ଓକୌଶଳି ଆନୁକୂଲ୍ୟରେ କୁଶଙ୍ଗ ହାଇସ୍କୁଲ ଠାରେ ଭାଷା ସାହିତ୍ୟ ଓ ସୃଜନଶିଳତା ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି ଆଜି l ଉକ୍ତ ଉତ୍ସବ ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ…

ଟିଟିଲାଗଡ ହେଲୋ କିଡସ ସ୍କୁଲର ୧୧ ତମ ବାର୍ଷିକୋତ୍ସବ ପାଳିତ

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ସହରର ଅଗ୍ରଣୀ ପ୍ଲେ ସ୍କୁଲ ହେଉଛି ହେଲୋ କିଡସ। ଏହି ପ୍ଲେ ସ୍କୁଲରେ ଛୋଟ ଛୁଆ ମାନଙ୍କୁ ପ୍ରଥମ କରି ଖେଳ ଖେଳାଇବା ସହ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରାଯାଇଥାଏ। ଦୀର୍ଘ ଦଶ ବର୍ଷ…

ଓଡିଶା ଡିଜିଟାଲ ମେଡ଼ିଆ ତରଫରୁ ସାମ୍ବାଦିକଙ୍କୁ ସମ୍ମାନ

ରାୟଗଡା:  (ଅଞ୍ଜନ କୁମାର ନାଏକ)ସାମ୍ବାଦିକତା ଏକ ବୃତ୍ତି ନୁହେଁ ବ୍ରତ ଭଳି ଆପଣେଛନ୍ତି ଯୁବ ସାମ୍ବାଦିକ ଗୋପିନାଥ। ସେ ଏହି ପେସା କୁ ନିଶା ରୂପେ ଗ୍ରହଣ କରି ସାମ୍ବାଦିକତା ଧନ୍ଦା ନୁହେଁ ଧର୍ମ ବୋଲି ଭାବୁଛନ୍ତି। ନିଜ ଅଞ୍ଚଳର ଲୋକଙ୍କ…

ବିବେକ ସେନା ତରଫରୁ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା: (ନରେନ୍ଦ୍ର ନେଗୀ)ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଆୟୋଜନ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା ରେ ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତରଫରୁ ସ୍ବର୍ଗତ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…