ବିଶ୍ଵ ନୃତ୍ୟ ଦିବସ ମହାସମାରୋହରେ ଉଦଘାଟିତ

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ପୌରସଦନ ଠାରେ ଆରମ୍ଭ ହୋଇଛି ବିଶ୍ୱ ନୃତ୍ୟ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା।ଏହି ପରିପ୍ରେକ୍ଷୀରେ ଚିତ୍ରାଙ୍କନ, କୌତୁକ  ପୋଷାକ,ଓଡ଼ିଶୀ,ସମ୍ବଲପୁରୀ,ସେମି କ୍ଲାସିକାଲ,ରେକର୍ଡ ଡାନ୍ସ ଭଳି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ପ୍ରାୟ ୫୦୦…

ଓଡ଼ିଶା ସଙ୍ଗୀତ ପରିଷଦ ରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବକ୍ତୃତା, ରଚନା, ଚିତ୍ରାଙ୍କନ ପ୍ରତିଯୋଗିତା

ପୁରୀ: ୨୭.୪ (ମନୋଜ କୁମାର ବଳିଆରସିଂ )ପୂର୍ବାହ୍ନ ୯ ଘଂଟିକା ସମୟରେ ଓଡ଼ିଶା ସଙ୍ଗୀତ ପରିଷଦ ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କବି ଶିବସୁନ୍ଦର ମିଶ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ନୂତନ ଜଗନ୍ନାଥ ବିଗ୍ରହ ପ୍ରତିଷ୍ଠା

ମୁନିଗୁଡା : (ରମାକାନ୍ତ ପଡ଼ାଲ)ଅମ୍ବାଦଳା ଠାରେ ମହାପ୍ରଭୁ ଦଧିବାମନଙ୍କ ନୂତନ ବିଗ୍ରହ ସ୍ଥାପନ ହୋଇ ଯାଇଛି। କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଧ୍ୟାତ୍ମିକ ଚେତନା ଲୋକଙ୍କ ମନରେ ଜାଗ୍ରତ ହୋଇଛି ।ଏହି ପବିତ୍ର ମୁହୂର୍ତ୍ତରେ ଅମ୍ବାଦଳା ଅଞ୍ଚଳରେ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ…

ଆଇନ ସଚେତନତା ଶିବିର

ପୁରୀ : (ମନୋଜ କୁମାର ବଳିଆରସିଂ ) ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ୍ୟା ତଥା ଜିଲ୍ଲା ଓ ଦୌରାଜଜ ଶ୍ରୀମତୀ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶ ଅନୁଯାଇ ତା ୨୫ .୪.୨୦୨୫ ରିଖରେ ପ୍ରିୟଙ୍କା ଦେବୀ ସ୍କୁଲ ଅଫ ନର୍ସିଂ,…

ବାଲି ନୋଳିଆ ସାହିରେ କଲ୍ୟାଣ ମଣ୍ଡପର ଶିଳାନ୍ୟାସ

ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ସହର ୱାର୍ଡ ନଂ. ୧୧ ବାଲି ନୋଳିଆ ସାହିରେ ମାନ୍ୟବର ବିଧାୟକ ଶ୍ରୀ ସୁନୀଲ କୁମାର ମହାନ୍ତି ଙ୍କ ଦ୍ୱାରା ଏକ କଲ୍ୟାଣ ମଣ୍ଡପର ଶିଳାନ୍ୟାସ କରାଯାଇଅଛି l   ଏହି ଅଞ୍ଚଳରେ…

କବିତା ସଙ୍କଳନ ‘ଭାବ ନୈବେଦ୍ୟ’ର ଶୁଭ ଉନ୍ମୋଚନ ଓ ଆଲୋଚନା

ପୁରୀ:୨୦/୪:  (ମନୋଜ କୁମାର ବଳିଆରସିଂ )ଆଜି ଅପରାହ୍ନରେ ବଳଗଣ୍ଡି ଭକ୍ତ ସାଲବେଗ ପୀଠ ସଭାଗୃହରେ ପ୍ରିୟପତ୍ର ପକ୍ଷରୁ ଶ୍ରୀମତୀ ରେଣୁକା ମିଶ୍ରଙ୍କ ରଚିତ କବିତା ସଙ୍କଳନ ‘ଭାବ ନୈବେଦ୍ୟ’ର ଶୁଭ ଉନ୍ମୋଚନ ଓ ଆଲୋଚନା ସଭା ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ବରେ…

ପୋଷଣ ପକ୍ଷ ପାଳନ

ପୁରୀ : (ମନୋଜ କୁମାର ବଳିଆରସିଂ )୨୧.୪.୨୦୨୫ରିଖ ଦିନ “ହାଥିସାଳ”ଅଙ୍ଗନୱାଡ଼ି କେନ୍ଦ୍ର ରେ “ପୋଷଣ ପକ୍ଷ”କାର୍ଯ୍ୟକ୍ରମ ସାଉଥ ସେକ୍ଟର ପୁରୀ ମୁନିସ୍ପାଲିଟି ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୋଷଣ ପରିଚାଲିକା ପୁରୀ ମୁନିସ୍ପାଲିଟି ର ଶ୍ରୀମତୀ ସର୍ବଶ୍ରୀ…

କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କଲେ ମାନ୍ୟବର ରାଜ୍ୟପାଳ

ପୁରୀ ୧୭/୪ (ମନୋଜ କୁମାର ବଳିଆରସିଂ )ସାକ୍ଷୀଗୋପାଳ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର କୁ ବୁଲି ଦେଖିଛନ୍ତି ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଦ୍ୱାରା ପରିଚାଳିତ ଏହି ବିଜ୍ଞାନ କେନ୍ଦ୍ରରେ କୃଷି…

୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି “ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ”

ପୁରୀ ; (ମନୋଜ କୁମାର ବଳିଆରସିଂ )ଚଳିତ ମାସ ୧୮ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅଡିଟୋରିୟମରେ “ଓଡ଼ିଶା କଳା ଏବଂ ସଂସ୍କୃତି ଉତ୍ସବ” ଏବଂ “ଭାରତ ସଂସ୍କୃତ ଯାତ୍ରା”…

ଗ୍ୟାସ ସିଲିଣ୍ଡର ଓ ଔଷଧ ଦର ବୃଦ୍ଧି ବିରୁଦ୍ଧ ରେ ସି ପୀ ଆଇ (ଏମ୍) ର ବିକ୍ଷୋଭ

ପୁରୀ : (ମନୋଜ କୁମାର ବଳିଆରସିଂ )ନରେନ୍ଦ୍ର ମୋଦୀ ସରକାର୍ ହାଣ୍ଡିଶାଳ ଉପରେ ଚଡ଼କ ଆଣି ଗ୍ୟାସ୍ ସିଲିଣ୍ଡର ରେ ୫୦ ଟଙ୍କା ବଢାଇ କମ୍ପାନୀ ମାନଙ୍କ ପକେଟ୍ ଭରିଲେ। ସେପଟେ ଜୀବନ ରକ୍ଷା କାରି ଔଷଧ ଦର ବଢାଇ ଫର୍ମା…