ବିଶ୍ଵ ନୃତ୍ୟ ଦିବସ ମହାସମାରୋହରେ ଉଦଘାଟିତ
ପୁରୀ : (ମନୋଜ କୁମାର ବଳିଆରସିଂ )ପୁରୀ ପୌରସଦନ ଠାରେ ଆରମ୍ଭ ହୋଇଛି ବିଶ୍ୱ ନୃତ୍ୟ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା।ଏହି ପରିପ୍ରେକ୍ଷୀରେ ଚିତ୍ରାଙ୍କନ, କୌତୁକ ପୋଷାକ,ଓଡ଼ିଶୀ,ସମ୍ବଲପୁରୀ,ସେମି କ୍ଲାସିକାଲ,ରେକର୍ଡ ଡାନ୍ସ ଭଳି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ପ୍ରାୟ ୫୦୦…