ଥନଟ ଗ୍ରାମରେ ନୂଆଖାଇ ଭେଟ୍ ଘାଟ୍ ମହାସମାରୋହରେ ପାଳନ

ଧର୍ମଗଡ଼ :୬/୯(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ଥନଟ ଗ୍ରାମରେ ନବାନ୍ନ ଭକ୍ଷଣ ପରେ ସନ୍ଧ୍ୟାରେ ଶ୍ରୀ ରାଧାକୃଷ୍ଣ ସାଂସ୍କୃତିକ ଅନୁଷ୍ଠାନ,ଥନଟ ଦ୍ୱାରା ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଥନଟ ଗୌନ୍ତିଆ ଶ୍ରୀଯୁକ୍ତ…