ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମହମ୍ମଦ ବାଜିସାହେବ ଙ୍କ ୧0୬ ତମ ଜନ୍ମ ଜୟନ୍ତୀ ପାଳିତ
ନବରଙ୍ଗପୁର :୪/୧ (ବେଣୁ ଗୋପାଳ ରାଓ)ନବରଙ୍ଗପୁର ଭିଜିଲାନ୍ସ ଅଫିସ ନିକଟସ୍ତ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ମୋହମ୍ମଦ ବାଜି ସାହବ ଙ୍କ ପ୍ରତିମୂର୍ତ୍ତି ନିକଟରେ ସହିଦ ୬ ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି l ଏହି ଅବସରରେ ନବରଙ୍ଗପୁର ପୌର ପାଳିକା…