ଦଶହରାରେ ଅଘଟଣ, କାର ଧକ୍କା ରେ ଚାଲିଗଲା ଜୀବନ

ଜାତୀୟ ରାଜପଥ ଅବରୋଧ, ଲିଖିତ ପ୍ରତିଶୃତି ପରେ ସ୍ୱାଭାବିକ ହେଲା ରାସ୍ତା ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ଦଶହରାରେ ଖୋର୍ଦ୍ଧା ଜାତୀୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍କୁଟି କୁ ପିଟିଲା କାର, ସ୍କୁଟି ଚାଳକ ମୃତ,କାର ଚାଲାକ ଆହତ…

ଚୋରୀ ଟ୍ରକ୍ ର ତଦନ୍ତ ତ୍ଵରାନିତ କରିବାକୁ ଆରକ୍ଷୀ ଅଧିକ୍ଷକ ଙ୍କୁ ଲିଖିତ ଅଭିଯୋଗ କଲେ ସୋନପୁର ଟ୍ରକ୍ ମାଲିକ ସଂଘ।

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ର ଉଦୟ ନଗର ଆଶା ନର୍ସିଂ ହୋମ ସମ୍ମୁଖ ମୁଖ୍ୟ ରାସ୍ତା ରେ ଗତ ୬ ତାରିଖ ରାତି ରେ ଚୋରି ହୋଇଥିବା ଟ୍ରକ୍ ର ତଦନ୍ତ କୁ ତ୍ଵରାନିତ କରିବାକୁ ଅତିରକ୍ତ ଆରକ୍ଷୀ ଅଧିକ୍ଷକ…

ତମାଖୁ ମୁକ୍ତ ଅଭିଯାନ ୨.୦ର ଶୁଭାରମ୍ଭ

ସୁବର୍ଣ୍ଣପୁର (ଅଜିତ କୁମାର ପୁଜାହାରୀ)ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ 2.0 ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନ୍ୟା ଦାସ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ…

ବିଜେଡି ରୁ ବିଜେପି ରେ ସାମିଲ ହେଲେ ପନ୍ଦର ସମିତି ସଭ୍ୟ ଓ ସରପଞ୍ଚ, ଭୁଶୁଡିଲା ବିଜେଡି ଗଡ଼

ଧର୍ମଗଡ଼ ତା. ୯. ୧୦(ହେମନ୍ତ କୁମାର ମାଝୀ)ବିଜୁ ଜନତା ଦଳ ର ଶାସନ ରେ ଅତିଷ୍ଠ ହୋଇ ଗୋଲାମୁଣ୍ଡା ବ୍ଲକ ର ପନ୍ଦର ଜଣ ସମିତି ସଭ୍ୟ/ସଭ୍ୟା ସରପଞ୍ଚ ବିଜୁ ଜନତା ଦଳ ଛାଡି ଆଜି ଗୋଲାମୁଣ୍ଡା ବ୍ଲକ ସ୍ଥିତ ତୁମୁରା…

ବୌଦ୍ଧ ଆହାର କେନ୍ଦ୍ର ଓ ବାଳିକା ଉଚ୍ଚ ବିଦ୍ୟାଳୟ, ତହସିଲ କାର୍ଯ୍ୟାଳୟ କୁ ଅଚାନକ ପରିଦର୍ଶନରେ ଗଲେ ଜିଲ୍ଲାପାଳ

ବୌଦ୍ଧ –( ଚିତ୍ତରଞ୍ଜନ ସିଂହ )ଆଜି ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଅଚାନକ ବୌଦ୍ଧ ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ଆହାର କେନ୍ଦ୍ରରେ ପହଂଚି ଜିଲ୍ଲାପାଳ…

ଦୁର୍ଗାପୂଜାକୁ ନେଇ ଶାନ୍ତି ଶୃଙ୍ଖଳା ପ୍ରଶାସନିକ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ଜିଲ୍ଳାରେ ଅନୁଷ୍ଠିତ ଶାରଦୀୟ ଦୁର୍ଗାପୂଜା କୁ ଶାନ୍ତି ଶୃଙ୍ଖଳା ଓ ବ୍ୟବସ୍ଥିତ ଭାବେ ପାଳନ କରିବା ନିମନ୍ତେ ଆଜି ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ପ୍ରଶାସନ, ପୋଲିସ ବିଭାଗ ଓ ଜିଲ୍ଲାର…