ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ୧୩୦ସି ରାସ୍ତା କାମ ନଶରୁ ଶରୁ ମରାମତି ଆରମ୍ଭ

ଧର୍ମଗଡ଼:୧୬/୯(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଵଳଦିଆମାଳ ଠାରୁ ସନ୍ଦିକୁଲିଆରୀ ଏନ୍ ଏଚ ୧୩୦ ସି ରାସ୍ତା ତିଆରି ନଶରୁ ଶରୁ ମରାମତି ଆରମ୍ଭ ହେଉଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। କେନ୍ଦ୍ର ସରକାର ଗୋଟିଏ ସହର ରୁ ଆଉ ଗୋଟିଏ…

ଆପଣାଇଲା ବ୍ୟାଙ୍କ୍ ଅଫ୍ ବରୋଦା ଅଣଦେଖା କରୁଛି ଜିଲା ପ୍ରଶାସନ

ଜିଲାପାଳଙ୍କୁ ଅଭିଯୋଗ କଲେ କିଓସ୍କୋ ପରିଚାଳକ ହରଭଙ୍ଗା୧୬/୦୯ (ଚିତ୍ତରଞ୍ଜନ ସିଂହ)) ରାଜ୍ଯ ସରକାର ବର୍ତ୍ତମାନ ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତ ମାନଙ୍କରେ ବ୍ୟାଙ୍କ ସେବା ଯୋଗାଇଦେବା ପାଇଁ ସି ଏସ୍ ପି ପ୍ଲସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ  ୬ …

ମେଡ଼ିକାଲ ସମ୍ମୁଖରେ ଅସ୍ୱାସ୍ଥ୍ୟକର ପରିବେଶ, ଚିନ୍ତାରେ ରୋଗୀ

ହରଭଙ୍ଗା :୧୬/୦୯ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅଧୀନସ୍ଥ ପୁରୁଣାକଟକ ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ର ସମ୍ମୁଖ ରେ କୁଢ଼ କୁଢ଼ ମଇଳା ଆବର୍ଜନା ଜମା ହୋଇଥିବା ଚିତ୍ର ସାମ୍ନା କୁ ଆସିଛି। ସୁଚନା ମତେ ପୁରୁଣାକଟକ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଉପରେ…

ସ୍କୁଲ ପରିସରରୁ ଉଦ୍ଧାର ହେଲା ୫ ଫୁଟ ଲମ୍ବର ବିଷଧର ଗୋଖର ନାଗସାପ,ବଡ଼ ଅଘଟଣରୁ ବଞ୍ଚିଲେ ଛାତ୍ର ଛାତ୍ରୀ

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଏହି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବନ୍ଧାପଥର ପଂଚାୟତର ଗୁଡ଼ପଡା ଗ୍ରାମର , ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ , ମିଳିଥିବା ସୂଚନା ଅନୁସାରେ ଏହି ବିଦ୍ୟଲୟରୁ ଉଦ୍ଧାର କରି ଗ୍ରାମ ବାସୀ ଏକ ୫ ପୁଟର ବିଷଧର ନାଗ…

ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ଦାବି ରେ ୨୦ ଦିନ ରେ ପହଞ୍ଚିଲା। ସମର୍ଥନ ରେ ବରିଷ୍ଠ ସଂଘ

ଧର୍ମଗଡ଼:୧୬/୯(ହେମନ୍ତ କୁମାର ମାଝୀ) ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବି ତେଜିଵାରେ ଲାଗିଛି। ଉପଖଣ୍ଡ କୁ ଜିଲ୍ଲା ଘୋଷଣା ନେଇ ବରିଷ୍ଠ ନାଗରିକ ସଂଘ ସଭାପତି ହିମାଂଶୁ ଶେଖର ମୁଣ୍ଡ ଙ୍କ ନେତୃତ୍ୱରେ ବରିଷ୍ଠ ନାଗରିକ ସଂଘର ବିଘ୍ନ ରାଜ…

ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ବସକୁ ଧରିଲା ଏମଭିଆଇ, ବିନା ଫିଟନେସ ଓ ଇଁଶ୍ୟୁରେଂଶରେ ବୁହା ହେଉଥିଲେ ଛାତ୍ର ଛାତ୍ରୀ

ଜୋରିମାନା ପଡ଼ିଲା ୧ ଲକ୍ଷ ୬୩ ହଜାର ଟଙ୍କା ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ଜନସାଧାରଣଙ୍କୁ ନିଜ ଗାଡ଼ିର କାଗଜପତ୍ର, ଇଁଶ୍ୟୁରେନ୍ସ, ଫିଟନେସ, ପୋଲ୍ୟୁସନ୍ ସାର୍ଟିଫିକେଟ ସଦାବେଳେ ଠିକ କରି ରଖିବାକୁ କୁହାଯାଉଛି। ବାରମ୍ବାର ତାଗିଦ କରିବା…

କାଶୀପୁର କଂଗ୍ରେସ ପକ୍ଷରୁ ପ୍ରଫୁଲ ସାମନ୍ତରାୟଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀ

କାଶୀପୁର:( ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ବିଶିଷ୍ଟସମାଜ ସେବୀ ତଥା ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧ ରେ ଅଞ୍ଚଳ ର ନିରୀହ ଆଦିବାସୀ…

ନୂଆ ଖାଇ ପାଈଁ ବଢୁଛି ସମ୍ବଲପୁରୀ ଶାଢ଼ୀ ର ଚାହିଦା

ବୌଦ୍ଧ: ୧୫/୯ (ଚିତ୍ତ ରଞ୍ଜନ ସିଂ)ପାଖେଇ ଆସୁଛି ନୂଆଖାଇ ।ଏଥିପାଇଁ ଏବେଠାରୁ ଲାଗିଲାଣି ସଜବାଜ ।ଗାଁଠୁଁ ସହର ସବୁଆଡେ ଚଳଚଞ୍ଚଳ ।ହାଟବଜାର ସବୁଆଡେ ଗହଳି ଚହଳି । ନୂଆଁଖାଇରେ ସମ୍ବଲପୁରୀ ଶାଢ଼ୀର ଗୋଟେ ସ୍ଵତନ୍ତ୍ରତା ରହିଥାଏ ।ଏଥିପାଇଁ ବୌଦ୍ଧ ଜିଲ୍ଲାର ଦୋକାନ…