ଢେଙ୍କାନାଳ: ଅରବିନ୍ଦ ବଜାର , ମହିସାପାଟ ଶ୍ରି ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ମହାଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ପ୍ରତାହାରୁ କଳସ ଯାତ୍ରା ପରେ ସୃର୍ଯ୍ୟ ପୂଜା ମଣ୍ଡଳ ପୂଜା ଚକ୍ଷୁ ଦାନ ମହାଲକ୍ଷ୍ମୀ ଙ୍କୁ ଆବାହନ । ମା ଙ୍କର ସୋଳଶ ଉପଚାର ପୂଜା । ଶ୍ରୀ ସୁକ୍ତ ରେ ଆହୁତି ଓ ବିଭିନ୍ନ ଭୋଗ ରାଗ ଲାଗିବା ଅର୍ନ୍ ଧୂପ ଲାଗି କରାଯାଇଥିଲା ।

ପ୍ରତେକ ଦିନ ସନ୍ଧ୍ୟାରେ ଆଳତି ରାତ୍ର ଅର୍ନ ଧୂପ ଲାଗି କରାଯିବ । ପୂଜକ ବସନ୍ତ କୁମାର ନନ୍ଦ ଅର୍ଚ୍ଚନା କରିଥିଲେ। କର୍ତ୍ତା ଧୀରେନ୍ଦ୍ର କୁମାର ସାମନ୍ତ ଓ ତାଙ୍କ ପତ୍ନୀ ସ୍ନେହ ଲତା ସାମନ୍ତ ସଭାପତି ବ୍ରହ୍ମାନନ୍ଦ ସାହୁ ସମ୍ପାଦକ ପ୍ରଭାକର ନାୟକ କୋଷାଧ୍ୟକ୍ଷ ପ୍ରତାପ ନାୟକ ଉପସଭାପତି ବିଜୟ କୁମାର ନାୟକ ଓ କମିଟିର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ପୂଜା କରାଯାଇଥିଲା