ବୌଦ୍ଧ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲାପରିଷଦ ବୈଠକ ସ୍ଥାନୀୟ ପଞ୍ଚାୟତଭବନ ସମ୍ମିଳନୀ କକ୍ଷଠାରେ ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ର ବିବରଣୀ ଅନୁସାରେ ମନରେଗା ଯୋଜନାରେ ଜିଲା ପାଇଁ ୧୭,୫୦,୦୦୦ ଶ୍ରମ ଦିବସ ଅଟଳଳ…