ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପୁରୀ:୨୬୵୦୭( ମନୋଜ କୁମାର ବଳିଆରସିଂ)ଶନିବାର ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର,ମାରୁତିନଗର, ପୁରୀ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ଡକ୍ଟର ମହେଶ୍ବର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି…

ଲାଇଫଗାର୍ଡ ମହାସଂଘ ତରଫରୁ ବିଶ୍ୱ ଜଳବୁଡି ନିରୋଧ ଦିବସ

ପୁରୀ:  (ମନୋଜ କୁମାର ବଳିଆରସିଂ)ସମୁଦ୍ରକୂଳ ବେଳାଭୂମି ନିକଟରେ ପୁରୀ ଲାଇଫ ଗାର୍ଡ ମହାସଂଘ ତରଫରୁ ବିଶ୍ୱ ଜଳବୁଡି ନିରୋଧ ଦିବସ ପାଳିତ ହୋଇଯାଇଛି।ସକାଳ ୮ଟାରେ ଲାଇଫଗାର୍ଡ ମାନଙ୍କ ଦ୍ୱାରା ସମୁଦ୍ର ବେଳାଭୂମି ରେ ମାନବ ଶୃଙ୍ଖଳ କରାଯାଇଥିଲା ,ଅପରାହ୍ନ୪ଟାରେ ଏକ ଏକ…

ପ୍ରେସ କ୍ଳବ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ର ପ୍ରତିଷ୍ଠା ଦିବସ ଅବସରରେ ଆଜି ସ୍ଥାନୀୟ ରକ୍ତଭଣ୍ଡାର ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ମା ଭୈରବୀ ପୁରୁଣାକଟକ ପୀଠ ଠାରେ…

ନବରଙ୍ଗପୁର ଉତ୍କଳ କଲେଜରେ କାରଗିଲ ବିଜୟ ଦିବସ ପାଳିତ

ନବରଙ୍ଗପୁର : (ବେଣୁ ଗୋପାଳ ରାଓ )ଭାରତ ସରକାର ଙ୍କର ମେରା ଯୁବା ଭାରତ ଅନୁଷ୍ଠାନ ତରଫରୁ ନବରଙ୍ଗପୁର ଉତ୍କଳ କଲେଜ ରେ କାରଗିଲ ବିଜୟ ଦିବସ ପାଳନ କରାଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡାକ୍ତର…

ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ, ସ୍ୱାମୀ ଥାନାରେ ଆତ୍ମସମର୍ଣ

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଘରୋଇ କଳହର କରୁଣ ପରିଣତି । ସ୍ୱାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ୍ୟୁ । ସ୍ତ୍ରୀ କୁ ହାଣି ଥାନା ରେ ସରେଣ୍ଡର କଲା ସ୍ୱାମୀ । ଏଭଳି ଘଟଣା ବୌଦ୍ଧ…

ଜୁନିୟର ରେଡ୍ କ୍ରସ ତରଫରୁ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ

ହରଭଙ୍ଗା : ଶୁକ୍ରବାର ଦିନ ରାମଗଡ଼ ଉଚ୍ଚ ବିଦ୍ୟାଳୟ ଠାରେ ଜୁନିୟର ରେଡ୍ କ୍ରସ ତରଫରୁ ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଅଙ୍କିତା ମାହାନା ଙ୍କ ଅଧ୍ୟକ୍ଷତାରେ, ବୌଦ୍ଧ ଜିଲ୍ଲାର JRCO ମାଷ୍ଟର…

ବନ୍ୟା ପାଣିରେ ଭାସିଗଲା ଟ୍ରାକ୍ଟର

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ଗତ କାଲି ପ୍ରବଳ ବର୍ଷା ରେ ଅନେକ ସ୍ଥାନରେ ଦେଖାଦେଇଛି ବନ୍ୟାପରିସ୍ଥିତି I ଏପଟେ ଆଜି ରାସ୍ତା ଉପରେ 4ଫୁଟ ପାଣି ପ୍ରବାହିତ ହେଉଥିବା ବେଳେ ମନମୁଣ୍ଡା ଓ ସଗଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବା…

ନବରଙ୍ଗପୁର ମହାବିଦ୍ୟାଳୟ ରେ ନବାଗତଙ୍କ ପାଇଁ ସ୍ବାଗତ ସମାରୋହ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ବିନୋଦ ଝା ପ୍ରେକ୍ଷାଳୟ ଠାରେ ମହାବିଦ୍ୟାଳୟ କୁ ଆଜି ପ୍ରଥମ କରି ଆସିଥିବା ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ସ୍ୱାଗତ ତଥା ପରାମର୍ଶ ଉତ୍ସବର ଆୟୋଜନ…

କେସିଙ୍ଗା ବିଜେପି କାର୍ଯ୍ୟକର୍ତ୍ତା ମାନେ ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ ପାଇଁ ଏସ ଡି ପି ଓ ଙ୍କୁ ଦାବୀପତ୍ର ପ୍ରଦାନ

କେସିଙ୍ଗା : ( ପ୍ରୀତେଶ ପଟେଲ)କେସିଙ୍ଗା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ | ସହରରେ ଜନଗହଳି ତଥା ଘୋର ଟ୍ରାଫିକ ସମସ୍ୟା ପାଇଁ ଅତୀତରେ ବଡବଡ ଏବଂ ଭାରିଯାନ ଗୁଡିକୁ ସକାଳ ୮ ରୁ ମଧ୍ୟାହ୍ନ ୧୨ ଓ ଅପରାହ୍ନ ୩ଟା…