ସହକାରୀ ଶିକ୍ଷକ ମସ୍ତ ରାମ ନାଏକ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା
ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ସନ୍ଧିକୁଳିଆରୀ ଉଚ୍ଚ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ମସ୍ତ ରାମ ନାଏକ ଙ୍କୁ ଆଜି ପ୍ରଥମେ ଆଞ୍ଚଳିକ ସାଧନ କେନ୍ଦ୍ର କାଙ୍କେରୀ ଠାରେ ପଦ୍ମଲୋଚନ ସା ଙ୍କ ଅଧ୍ୟକ୍ଷତା…