ଉତ୍କଳ ଆଲୁମିନା ଅନୁଦାନର ବିଦ୍ୟାଳୟ ପାଚେରୀ ନିର୍ମାଣ ଠପ, ପେରିଗଣିରେ ଗୋଷ୍ଠୀ କନ୍ଦଳ
କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡ଼ିପାରି ଗ୍ରାମପଞ୍ଚାୟତ ର ପେରିଗଣି ଗ୍ରାମରେ ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ବନ୍ଦ। ଦରଗୁଡା ସ୍ଥିତ ଗଢି ଉଠିଥିବା ଉତ୍କଳ ଆଲୁମିନା କମ୍ପାନୀ ଆନୁକୂଲ୍ୟରେ ପେରିଗଣି ପ୍ରାଥମିକ ବିଦ୍ୟାଳୟ ର…