ଡିଗ୍ରୀ କଲେଜ ଏନରୋଲମେଣ୍ଟ ଫି ଦୁର୍ନୀତି ପ୍ରସଙ୍ଗ, ଏକ ବର୍ଷ ବିତିଗଲା,ଉପଯୁକ୍ତ ତଦନ୍ତ ନୋହିଲା
ଉପ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଶିଥିଳତା ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଏନରୋଲ ମେଣ୍ଟ ଫି ଅଧିକ ନେବା ପ୍ରସଙ୍ଗରେ ଉପଜିଲ୍ଲାପାଳଙ୍କ ତଦନ୍ତ ଆଜକୁ ଏକ ବର୍ଷ…