କେସିଙ୍ଗା ରେ ଏନ ଏ ସି ସ୍ତରୀୟ କଳାହାଣ୍ଡି ଉତ୍ସବ, ଦୂଲୁକିଲା ବୁଢ଼ାରଜା ମଞ୍ଚ
କେସିଙ୍ଗା: (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲାର ଲୋକ ସଂସ୍କୃତି ଓ ଆଦ୍ୟକଳା ର ପ୍ରତିବିମ୍ବ ତଥା ଜିଲ୍ଲାର ବିଲୁପ୍ତ ହେଇଯାଉଥିବା ଥିବା କଳା ଓ ସଂସ୍କୃତିକୁ ଉଦଜୀବିତ କରିବା ଲକ୍ଷ୍ୟ ନେଇ ପାଳନ ହେଉଥିବା ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ଇତି…