ଢେଙ୍କାନାଳ ପୈାରପାଳିକା ପକ୍ଷରୁ ସ୍ବଚ୍ଛ ସହର ପରିକଳ୍ପନା ରେ ୱାଡ ର ବିଭିନ୍ନ କାନ୍ଥ ମାନଙ୍କରେ ବିଭିନ୍ନ ପ୍ରକାରର ଚିତ୍ରକଳା

ଢେଙ୍କାନାଳ: ପୈାରପାଳିକା ତରଫରୁ ଢେଙ୍କାନାଳ ବିଭିନ୍ନ ୱାଡ ଓ ରାସ୍ତା କଡମାନଙ୍କରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଓ ସ୍ବଚ୍ଛତା ସଚେତନ କାଟୁନ ଚିତ୍ର ଆଙ୍କି ଲୋକମାନଙ୍କୁ ସଚେତନତା କରାଯାଉଛି। ଏହି କାର୍ଯ୍ୟକ୍ରମ ପୈରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ଙ୍କ ତତ୍ବାବଧାନରେ…

ପବିତ୍ର ଦଶହରା ଉପଲକ୍ଷେ ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ନୂତନ ବସ୍ତ୍ର ବଣ୍ଟନ

ଢ଼େଙ୍କାନାଳ:ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ଢ଼େଙ୍କାନାଳ ଜିଲ୍ଲା ସଦର ବ୍ଲକ ବାଲ୍ୟମ୍ବା ଗ୍ରାମର ଡମ ସାହିରେ ମହିଳା ମାନଙ୍କୁ ନୂତନ ବସ୍ତ୍ର ପ୍ରଦାନ କରାଗଲା। ଡମ ସାହିରେ ଥିବା ମହିଳାଙ୍କୁ ନୂତନ ଶାଢ଼ୀ ପ୍ରଦାନ କରିଥିଲା ସଂଘ। ଏଥିରେ ସଂଘର…

ମା କନକ ଦୁର୍ଗାଙ୍କ ପୀଠରେ ବିଜୟା ଦଶମୀ ପାଳିତ

ଢେଙ୍କାନାଳ :ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ପୀଠରେ ଆଜି ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ରେ ମା’ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଜୟା ଦଶମୀ ଉପଲକ୍ଷେ…

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ୧୧ ତମ ରାବଣ ପୋଡ଼ି ଆୟୋଜିତ, ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦା ପଡ଼ା ରାବଣ ଦହନ କମିଟି ପକ୍ଷରୁ ୧୧ ତମ ରାବଣ ପୋଡ଼ି ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୁର୍ବତନ ନଗରପାଳ…

ଧର୍ମଗତ ବସ୍ତିପଡା ଦୂର୍ଗା ପୂଜା ଏଵଂ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଦଶହରା ପୂଜା ସମ୍ପନ୍ନ

ଧର୍ମଗଡ଼:(ହେମନ୍ତ କୁମାର ମଝି )କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବସ୍ତିପଡା ଠାରେ ଧୂମଧାମରେ ପାଳିତ ହୋଇଯାଇଛି । ମାଁ ଦୂର୍ଗା ପୂଜା ଏଵଂ ଧର୍ମଗତ ଇଷ୍ଟଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ଏହି ପୂଜା ଚଳିତ ବର୍ଷ ୬୪ ତମ…