Skip to content
ରଥ ନିର୍ମାଣର ୪୬ତମ ଦିବସରେ ପଡ଼ିଛି ମୂଳ କଇଁଚି,ତିନି ରଥର ତୃତୀୟ ଭୂଇଁ ଫ୍ରେମ୍ ଉଠି ମଝି ଭୂଇଁ ଉପରେ ସଂଯୋଗ
June 16, 2025 06:35:01
ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ବାଳ (୭୬) ଓ ଝିଅ ଅନିତା ବିଶ୍ବାଳ (୩୮) ସଡ଼କ ଦୁର୍ଘଟଣାରେ ଗୁରୁତର ,ରବିବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟାବେଳେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ଥାନା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା।
June 16, 2025 06:33:57