ପୂର୍ଣ୍ଣାହୁତି ସହ ଲକ୍ଷ୍ମୀ ପୂଜା ସମାପନ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧଅଁରପୁର ଗ୍ରାମପଞ୍ଚାୟତ ର ପାଇକପଡ଼ ଗ୍ରାମରେ ୧୦ ବର୍ଷ ଯାଏ ପୂଜା କରିବା ପାଇଁ ସଂକ୍ଳପ କରି ଥିଲେ ତାହା ଏଇ ବର୍ଷ ଚାଲିଥିବା ମହାଲକ୍ଷ୍ମୀ ଦଶ ଅବତାର ପୂଜା ଶୁକ୍ରବାର…

N.H.୧୩୦C ଵଳଦିଆମାଳ ଠାରୁ ସନ୍ଧିକୁଳିଆରୀ ରାସ୍ତା ନିର୍ମାଣ ନସରୁ ନସରୁ ମରାମତି ଆରମ୍ଭ,ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) ସରକାର ଲୋକ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ସେହିପରି ଲୋକେ ଯାତାୟାତ କରିଵା ପାଇଁ ରାସ୍ତା,ସେତୁ ନିର୍ମାଣ କରୁଛନ୍ତି।…

ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶାର ଉଦଯାପନୀ ସମାରୋହ

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ପୁରୁଣାକଟକ ଭୈରବୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଠାରେ ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଦିବସ ମହା ସମାରୋହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ର ଅଧକ୍ଷା ଧରିତ୍ରୀ ରାଣୀ କାନୁନଗୋ…

ଜାତୀୟ ରାଜ ପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,ଜଣେ ମୃତ ଥାନାରେ ଟ୍ରକ ଡ୍ରାଇଭର ଆତ୍ମ ସମର୍ପଣ

ହରଭଙ୍ଗା : ( ଜାତୀୟ ରାଜ ପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଘଟଣା ସ୍ଥଳରେ ଜଣେ ମୃତ l ସୂଚନାମତେ ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଡିଗୀଶିରl ନିକଟରେ ରବିବାର ପ୍ରାୟ ୧ ଘଣ୍ଟା…

ଡିସେମ୍ବର ୨୬ ଓ ୨୭ ତାରିଖରେ ବହୁ ପ୍ରତିକ୍ଷିତ ବୁଢ଼ାଡଙ୍ଗର ଲୋକ ମହୋତ୍ସବ

(ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣ ବ୍ୟକ୍ତି ବିଶେଷ ହେବେ ସମ୍ମାନିତ) କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ପ୍ରତିଷ୍ଠିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ତମ ବାର୍ଷିକ ଉତ୍ସବ ଲୋକ ସଂସ୍କୃତି ଓ ଆଦ୍ୟକଲାର ପ୍ରତିବିମ୍ବ…

୨୮ ରୁ ୧୩ତମ ଜାତୀୟ ନାଟକ ମହୋତ୍ସବ

ଭବାନୀପାଟଣା: (ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କଳାହାଣ୍ଡି କଳାକାର ସଂଘ ପକ୍ଷରୁ ୧୩ ତମ ଜାତୀୟ ନାଟକ ମହୋତ୍ସବ ନିମନ୍ତେ ସଭାପତି କାଦିର ଖାଁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୮ ତାରିଖ ରୁ୩୦…

ପୁରୁଣାକଟକ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ରଜତ ଜୟନ୍ତୀ ସମାରୋହ ଉଦଘାଟିତ

ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣାକଟକ ସରସ୍ଵତୀ ଶିଶୁ ମନ୍ଦିରର 25 ବର୍ଷ ପୁର୍ତ୍ତୀ ଅବସରରେ ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ମାଁ ଭୈରବୀ ଙ୍କ ପୀଠ ରୁ ଅଖଣ୍ଡ ଜ୍ୟୋତି ଯାତ୍ରା, ଘୃତ ଯଜ୍ଞ…

ଚାରିଶମ୍ଭୁ ବ୍ରହ୍ମ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଡ଼ି ମନ୍ଦିର ପ୍ରାଙ୍ଗଣରେ ଚ।ରିସମ୍ବୁ ବ୍ରହ୍ମ ସମାଜ ପକ୍ଷରୁ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ସମାଜର ସଭାପତି କିଶୋର ଚନ୍ଦ୍ର ପୁରୋହିତ ଓ ତାଙ୍କ ଧର୍ମ…

ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ

ଧର୍ମଗଡ଼: ( ହେମନ୍ତ କୁମାର ମାଝୀ)ଜୁନାଗଡ଼ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ଧର୍ମଗତ ନିର୍ବାଚନ ମଣ୍ଡଳୀ ଓ ଜୁନାଗଡ଼ ନିର୍ବାଚନ ଏଵଂ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ଵ୍ଳକ ର ବିଧାନସଭା ସ୍ତରୀୟ ସାଂଗଠନିକ ବୈଠକ ଜିଲ୍ଲା ସଭାପତି…

ହରଭଙ୍ଗା ପ୍ୟାକ୍ସ ରେ ଧାନ ମଣ୍ଡି ଆରମ୍ଭ

ହରଭଙ୍ଗା: (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ସେବା ସମବାୟ ସମିତି ରେ ଶନିବାର ଧାନ ମଣ୍ଡି ର ଶୁଭାରମ୍ଭ ହୋଇଯାଇଛି।ଶନିବାର ସକାଳ ୧୧ ଟା ରେ ସମିତି ର ସମ୍ପାଦକ ନିର୍ମଳ ବାରିକ ଏବଂ ସଭାପତି ସୁମଜି ଲାଲ ଙ୍କ ଉପସ୍ଥିତ ରେ…