ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

ଭୁବନେଶ୍ବର /କଳାହାଣ୍ଡି :ଏଇ ଓଡିଶା ଓ ଏଲ୍ ଏନ୍ ଟିଭି ନେଟ୍ଵାର୍କ୍ ର ଏକ୍ଜିକ୍ୟୁଟିଭ ଏଡିଟର ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ନେଗୀଙ୍କ ମାତୃ ବିୟୋଗ ହୋଇଛି l ଜଣାଶୁଣା ଡାକ୍ତର ସ୍ବର୍ଗତ ଜଗଦାନନ୍ଦ ନେଗୀଙ୍କ ଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ସାମ୍ବାଦିକ…

ନିଖଜ ଯୁବକର ଗଳିତ ଶବ ଉଦ୍ଧାର,ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟଣା

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଚାରଯୋଡି ଗାଁ ନିକଟର ଜାନୀ କୁଡି ନିକଟରେ ୧୩ ଦିନ ଧରି ନିଖଜ ଥିବା ମହୁଲପୁଟ ଖୁରିଗାଁ ର ସନା ମାଝୀଙ୍କ ପୁଅ ବିଶେଶ୍ୱର ନାମକ ଜଣ ଯୁବକଙ୍କ ମୃତ ଶରୀର…

ମନ୍ତ୍ରୀ ଙ୍କ କରକମଳରେ ୨ଗୋଟି ପ୍ରକଳ୍ପର ଶିଳାନ୍ୟାସ

ହରଭଙ୍ଗା:( ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସାମ୍ପୋଚ ପଞ୍ଚାୟତ ଶ୍ୟାମସୁନ୍ଦରପୂର ଠାରେ ଔଷଧୀୟ ବୃକ୍ଷ ଉଦ୍ୟାନ ଓ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଞ୍ଚାୟତ ରାଜ,ପାନୀୟ ଜଳ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର…

ଧର୍ମଗଡ ବ୍ଲକ କୁ ୧୨ କୋଟି ଟଙ୍କାର ଅନୁଦାନ, ଆମଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଧର୍ମଗଡ 🙁 ହେମନ୍ତ କୁମାର ମାଝୀ)ଧର୍ମଗଡ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନବୀନ ଓଡ଼ିଶା ଏବଂ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଭିଡିଓ କନଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି।ଧର୍ମଗଡ ବ୍ଲକର…

କେସିଙ୍ଗାରେ ଭବ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

କେସିଙ୍ଗା:( ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସ୍ଥିତ ମିନି ଷ୍ଟାଡିୟମରେ ପରିସରରେ ହଜାର ହଜାର ସଂଖ୍ୟା ରେ ମିଶନ ଶକ୍ତି ମା ଭଉଣୀ ଓ ଜନସାଧାରଣ ଙ୍କ ଉପସ୍ଥିତିରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ପ୍ରକାଶ…

ପାଇକ ବିଦ୍ରୋହର ୨୦୫ ବର୍ଷ ପୂର୍ତୀ ଅବସରରେ ଢେଙ୍କାନାଳରେ ଖଣ୍ଡାୟତ କ୍ଷେତ୍ରୀୟ ରାଜ୍ୟ ସମ୍ମିଳନୀ

ଢେଙ୍କାନାଳ:୨।୧୧: ଗତକାଲି ଅପର ହ୍ନରେ ଢେଙ୍କାନାଳ ସହରସ୍ଥ ଏକ ହୋଟେଲ୍ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଖଣ୍ଡାୟତ କ୍ଷତ୍ରୀୟ ମହାସଭା ଦ୍ବାରା ଆହୁତ ଏକ ମହାମିଳନ, ଆବାହକ ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଏହି ପରାକ୍ରମୀ ବୀର…

ଟିଟିଲାଗଡ ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମୀକ୍ଷା ବୈଠକ

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକରେ ପୌରପରିଷଦ ତରଫରୁ କରାଯାଉଥିବା ପରିମଳ ବ୍ୟବସ୍ଥା ଓ ଦ୍ୱିତୀୟ ପର୍ଯ୍ୟାୟରେ ଜଳ ସେଚନ, ଜଳ ଯୋଗାଣ ତଥା ବିଭିନ୍ନ…

ପ୍ରତିଷ୍ଠା ଦିବସରେ କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ପ୍ରତିଷ୍ଠା ଦିବସରେ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କକାହାଣ୍ଡି ବାସୀଙ୍କୁ ୧୨୦୦  କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ସ୍ଥାନୀୟ ସହୀଦ ରେଣ୍ଡୋ ମାଝୀ…

କଳାହାଣ୍ଡି ପ୍ରତିଷ୍ଠା ଦିବସରେ କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟି

କଳାହାଣ୍ଡି:(ନରେନ୍ଦ୍ର ନେଗୀ)କଳାହାଣ୍ଡି ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କକାହାଣ୍ଡି ବାସୀଙ୍କୁ ୧୨୦୦  କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି l ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଆସି ସ୍ଥାନୀୟ ସହୀଦ ରେଣ୍ଡୋ ମାଝୀ…

ଉପାନ୍ତ ଅଞ୍ଚଳ ରେ ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ୫ ଗାଁ ର ବନବାସୀ

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କୋକସରା ବ୍ଲକ ଆମପାଣି ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ରହିଛି ଅନେକ ବନବାସୀ ଗାଁ, ଦଶନ୍ଧି ଦଶନ୍ଧି ଧରି ଗମନାଗମନ ଓ ଅନ୍ୟ ମୌଳିକ ସମସ୍ୟା ପାଇଁ ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କ ନିକଟରେ ଗୁହାରି କରି…