କାଶୀପୁର ଠାରେ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି କାଶୀପୁର ତାଳୁକ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ପ୍ରାଧିକାରଣ ଦିବସ ପାଳିତ ହେଇଯାଇଛି । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ କାଶୀପୁର…

କୁସଙ୍ଗ ବନ୍ୟ ପ୍ରାଣୀ ଅଭୟରଣ୍ୟ ଅଂଚଳରେ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ପାଇଁ ପରିଦର୍ଶନ କଲେ ମନ୍ତ୍ରୀ

ବୌଦ୍ଧ: (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଂଚାୟତ ର ବଣ୍ୟ ପ୍ରାଣୀ ଅଭୟା ରଣ୍ୟ ର ଅତଲସରା ମହାନଦୀ କୂଳରେ ଥିବା 5ଏକର ବିଶିଷ୍ଟ ଜାଗାରେ ଏକ ପର୍ଯ୍ୟଟନ ସ୍ଥଳ ହେବ ସେଥିରେ ଉଚ୍ଚ ତର…

ଦଶରଥପୁର କଂଗ୍ରେସ ପକ୍ଷରୁ ଲୁଲୁ ମହାପାତ୍ରଙ୍କ ସପ୍ତମ ଶ୍ରଦ୍ଧାଞ୍ଝଳି ସଭା

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର(ଲୁଲୁ)ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଦଶରଥପୁର କଂଗ୍ରେସ ପକ୍ଷରୁ ପାଳିତ ହୋଇଯାଇଛି । ଦଶରଥପୁର ବ୍ଲକ କଂଗ୍ରେସ ସଭାପତି ଶ୍ୟାସୁନ୍ଦର…

ନଭେମ୍ବର ୧୦ରୁ ଇନ୍ଦ୍ରାବତୀ ରୁ ଖରିଫ ଜଳ ସେଚନ ବନ୍ଦ ରହିବ

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ଇନ୍ଦ୍ରାବତୀ ଜଳ ସେଚନ ବିଭାଗ ର ଖରିଫ ଜଳ ସେଚନ ସମୟ ସୀମା ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ବେଳେ ଆସନ୍ତା ନଭେମ୍ବର ୧୦ତାରିଖ ରୁ ଖରିଫ ଜଳ ସେଚନ ବନ୍ଦ ହୋଇଯିବ ବୋଲି ବୁଧବାର ଦିନ ବିଭିନ୍ନ ଗ୍ରାମରେ ବିଭାଗ…

ବୌଦ୍ଧ ଜିଲ୍ଲା ରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭବ

ହରଭଙ୍ଗା:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ରେ ୩୪କୋଟି ୫୦ଲକ୍ଷ ଟଙ୍କା ବିନିଯୋଗ ରେ ୧ହଜାର ୧୫୯ଟି ପ୍ରକଳ୍ପ ର ଉର୍ଣ୍ଣତି ହେବବୋଲି ଜଣାଯାଇଛି l ଉକ୍ତ ପ୍ରକଳ୍ପ ଦ୍ୱାରା ମଠ, ମନ୍ଦିର, ମସଜିଦ, ଖେଳ ପଡିଆ ର ଉନ୍ନତି କରଣ କାର୍ଯ୍ୟ ତୋରାନ୍ୱିତ…

ନିରାପଦ ମାତୃତ୍ଵ କୁ ନେଇ ଅହରହ ପ୍ରଶ୍ନବାଚୀ,ସଡକ ନାହିଁ, ଖଟିଆ ରେ ବୁହା ହେଲେ ପ୍ରସୂତି !

କଳାହାଣ୍ଡି:(ନରେନ୍ଦ୍ର ନେଗୀ)ପାହାଡ଼ ଉପରେ ଶହ ଶହ ବର୍ଷ ଧରି ଅବସ୍ଥାନ ସାଙ୍ଗକୁ ଏକ ନିର୍ବା ସୀତ ଜୀବନ ବଞ୍ଚି ଆସୁଥିବା ଆଦିବାସୀଙ୍କ ପାଇଁ ନିରାପଦ ମାତୃତ୍ଵ ଏବେବି ସ୍ବପ୍ନ ପାଲଟିଛି|ଗତ ସୋମବାର ଦିନ ଏକ ଆସନ୍ନ ପ୍ରସବା ର ଗର୍ଭ ଯନ୍ତ୍ରଣା…

କଣ୍ଟାମାଳ ନିର୍ବାଚନମଣ୍ଡଳୀ ପ୍ରସଙ୍ଗ,ଅସନ୍ତୁଷ୍ଟ ବିଜେଡି ନେତାଙ୍କ ମହିଧର ହଟାଓ କଣ୍ଟାମାଳ ବଞ୍ଚାଅ ଅଭିଯାନ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)କଣ୍ଟାମାଳ ବିଜେଡି ବିଧାୟକ ମହିଧର ରଣା ଙ୍କ ବିରୋଧରେ ଅସନ୍ତୋଷ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ଦେଖିବାକୁ ମିଳିଛି। ରେଙ୍ଗାଲି ପଞ୍ଚାୟତ ଠେଲକୋବେଡ଼ା ଠାରେ ମହିଧର ହଟାଓ କଣ୍ଟାମାଳ ବଞ୍ଚାଓ ଅଭିଯାନ ପ୍ରଥମ ମେଳି ହେବା…

ସାଂସ୍କୃତିକ ମଞ୍ଚରେ ଭଜନ ଗାଇ ମନ କିଣିଲେ ପୂର୍ବତନ ମନ୍ତ୍ରୀ

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ମାରିପାରେ ସେହି, ତାରିପାରେ ସେହି , ଭାଙ୍ଗିପାରେ ସେହି , ଗଢିପାରେ ସେହି ଅଦୃଶ୍ୟ ହାତ,ଜଗନ୍ନାଥ ସେ ମୋ ଜଗନ୍ନାଥ……..ଭଳି ହୃଦୟସ୍ପର୍ଶୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତିଭାବପୂର୍ଣ ଭଜନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ସ୍ୱସ୍ତିକ କ୍ଲବ…

ବସୁଧା ପଣିପମ୍ପ ଚାଳକ ଙ୍କୁ ମିଳିନି ୯ ମାସର ଦରମା,ମିଳୁନି ଗ୍ରାମବାସୀଙ୍କୁ ବସୁଧା ପାଣି

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ)ସାଧାରଣରେ ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର “ବସୁଧା”ଯୋଜନାରେ କୋଟି କୋଟି ଅର୍ଥ ଖର୍ଚ୍ଚ କରି ପାନୀୟ ଜଳ କୁ ଘରେ ଘରେ ଯୋଗାଇବାର ବ୍ୟବସ୍ଥା କରିଛନ୍ତି!କିନ୍ତୁ ବହୁ ସ୍ଥାନରେ ଏହି ବସୁଧା ଯୋଜନା…

ଚିଲିଚିଲା ଛକରେ ଲକ୍ଷ୍ମୀ ବସ ଷ୍ଟପ ପାଇଁ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ଦାବୀ

ଧର୍ମଗଡ଼: (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗ୍ରାମବାସୀ ଆଜି ଚିଲିଚିଲା ବିଜୁ ଏକ୍ସପ୍ରେସ ଫୋର ୱେ ଛକ ନିକଟରେ ଲକ୍ଷ୍ମୀ ବସ ଷ୍ଟପ ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କଳାହାଣ୍ଡି ପ୍ରତିଷ୍ଠା ଦିବସ…