ଧର୍ମଗଡ଼ ରାଜସ୍ବ ନୀରିକ୍ଷକ ଓ କ୍ଷେତ୍ର ଅଧିକାରୀ ଙ୍କ କଳାବ୍ୟାଚ ପିନ୍ଧି ଧାରଣା

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ତହସିଲ ପରିଦର୍ଶକ ତଥା ଓଡ଼ିଶା ରାଜ୍ୟ ରାଜସ୍ବ ସଙ୍ଗ ଶାଖା ର ସଭାପତି ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଧର୍ମଗଡ଼ ତହସିଲ ଅଧିନରେ ଥିବା ଆଠ ଗୋଟି ରାଜସ୍ବ କାର୍ଯ୍ୟାଳୟ ର…

ମୌଳିକ ଅଧିକାରରୁ ବଞ୍ଚିତ ଗ୍ରାମବାସୀ ମୃତ୍ୟୁ ଭିକ୍ଷା କଲେ

କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ଜିପି କାନ୍ହୁଗୁଡା ଗ୍ରାମର ଶହେରୁ ଉର୍ଦ୍ଧ ପରିବାର ବାସିନ୍ଦା ଆଜିପଯ୍ୟନ୍ତ ତାଙ୍କ ମୌଳକ ଅଧିକାର ରୁ ବଞ୍ଚିତ। ସ୍ୱାଧୀନତା ର ୭୬ବର୍ଷ ବିତିଗଲା ପରେ ମଧ୍ୟ ଏମାନେ ସ୍ୱାଧୀନତା…

ବିଜୁ ସ୍ମୃତି ସଦନର ଭୂମି ପୂଜନରେ ଯୋଗଦେଲେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

ଟିଟିଲାଗଡ; (ସଞ୍ଜୟ କୁମାର ନାୟକ)ଗୁରୁବାର ଦିନ ସକାଳ ୦୯ ଘଣ୍ଟା ସମୟରେ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ କଡ଼ରେ ଥିବା ଏକ ଭୂମି ଉପରେ ବିଜୁ ସ୍ମୃତି ସଦନର ଭୂମି ପୂଜନ ଟିଟିଲାଗଡ ବରିଷ୍ଠ ନାଗରିକ ସଙ୍ଘର ସଭାପତି ଡ ଘନଶ୍ୟାମ…

ନିମ୍ନ ମାନର ୫ଟି କାମ କୁ ବିରୋଧ କଲେ ବେଗା ବାସିନ୍ଦା

ଢ଼େଙ୍କାନାଳ: (ଶୁଭମ ପାଣି ) ରୁଏବେ ଗାଁ ଠୁ ସହର ପ୍ରତ୍ୟେକ ୫ଟି କାମ କୁ ବିରୋଧ କରିବାକୁ ବସିଲେଣି ଜନସାଧାରଣ, ସରକାରଙ୍କ 5t କାମ ରେ ବ୍ୟାପକ ଦୃନୀତି ଏବେ ଧୀରେ ଧୀରେ ପ୍ରତିବାଦର ସ୍ୱର ଜୋର୍ ଉଠିଲାଣି, ଯୋଉଠି…

ଚତୁର୍ଥ ପର୍ଯ୍ୟାୟ ରେ ବୌଦ୍ଧ ଜିଲ୍ଲା ର ୧୦ ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟା ୫ ଘଟିକା ସମୟରେ ଆଭାସି ଜରିଆରେ ବୌଦ୍ଧ ଜିଲାର ୧୦  ଟି 5-T ହାଇସ୍କୁଲର ଶୁଭ ଉଦ୍‌ଘାଟନ କରିଛନ୍ତି l ଜିଲାର ତିନୋଟି ବ୍ଲକର ୧୦  ଟି…

ରାଜ୍ୟପାଳ ଙ୍କ ବୌଦ୍ଧ ଗ୍ରସ୍ତ

ବୌଦ୍ଧ (ଚିତ୍ତରଞ୍ଜନ ସିଂ)ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ରାଜ୍ୟପାଳ ଶ୍ରୀ ରଘୁବର ଦାସ । ପ୍ରଥମେ ସର୍କିଟ ହାଉସରେ ପହଞ୍ଚି ସେଠାରୁ ଇଚ୍ଛାପୁର ସ୍ଥିତ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନୱାଡ଼ି ମାନଙ୍କରେ ଚାଲିଥିବା ପୋଷଣ ଯୋଜନା ଉପରେ ସମୀକ୍ଷା କରିଥିଲେ…

ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଏକ ଉଚ୍ଚ ସ୍ତରୀୟ କମିଟି ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କ ସହ ଆଲୋଚନା

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ନେତୃତ୍ବରେ ଏକ ଉଚ୍ଚ ସ୍ତରୀୟ କମିଟି ମହା ମହିମ୍ ରାଜ୍ୟପାଳ ଶ୍ରୀ ଯୁକ୍ତ ରଘୁବୀର ଦାସ ଙ୍କ ସହିତ ଜିଲ୍ଲା…

କୋକସରା-ବେହେରା ରାସ୍ତା ନିର୍ମାଣ ରେ ଦୁର୍ନୀତିର ଗନ୍ଧ

ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଭିତିରିଆ ବୁଝାମଣା ଯୋଗୁଁ ରାସ୍ତା ନିମ୍ନମାନର (ଗ୍ରାମ ଵାସୀ ଙ୍କ ଅଭିଯୋଗ) ଧର୍ମଗଡ଼ :୨୪/୧(ହେମନ୍ତ କୁମାର ମାଝୀ)କଳାହାଣ୍ଡି ପୂର୍ତ୍ତ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ ଅନେକାଂଶ ନିମ୍ନମାନ ହେଉଥିବା ନେଇ ବିଭିନ୍ନ ଅଞ୍ଚଳ ରୁ…

ଜୟ ଶ୍ରୀରାମ ଧ୍ଵନି ରେ ଝୁମିଲେ କେସିଙ୍ଗା ବାସୀ

କେସିଙ୍ଗା: (ପ୍ରୀତେଶ ପଟେଲ) ଅଯୋଧ୍ୟା ରେ ନବନିର୍ମିତ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଥିଲା ।ଗାଁ ଠୁ ସହର ସବୁ ଆଡେ ରାମ ଭକ୍ତି ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ମହାପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କୌତୁହଳ ପୋଷାକ ପ୍ରତିଯୋଗିତା

ଭବାନୀପାଟଣା : (ନରେନ୍ଦ୍ର ନେଗୀ)ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଅଯୋଧ୍ୟା ଠାରେ ମହାପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଛାତ୍ର ଛାତ୍ରୀ ମାନକ ମଧ୍ୟରେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…