ରେଳ ଷ୍ଟେସନ ରୋଡ ସୁନିଲ ଜୈନଙ୍କ ଘରୁ ଚୋରି ହୋଇ ବିତିଲା ମାସେ

ନୂତନ ଥାନାଧିକାରୀଙ୍କୁ ଚୋର ଧରିବାକୁ କଲେ ଗୁହାରି ଟିଟିଲାଗଡ (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ରେଳ ଷ୍ଟେସନ ରୋଡ ପୌରପରିଷଦ କାର୍ଯ୍ୟାଳୟ ଛକ ନିକଟରେ ସୁନିଲ କୁମାର ଜୈନଙ୍କ ଘରୁ ଡ଼ିସେମ୍ବର ୨୮ ତାରିଖରେ ଘରେ କେହି ନ ଥିବା ବେଳେ…

ପରଲୋକରେ ପଦ୍ମଶ୍ରୀ ଡଃ ସାଧୁ ମେହେର

ହରଭଙ୍ଗା( ଚିତ୍ତରଞ୍ଜନସିଂ) ବର୍ଷିଆନ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ପଦ୍ମଶ୍ରୀ ଡଃ ସାଧୁ ମେହେରଙ୍କ ଆଜି ପରଲୋକ ହୋଇଛି। ୮୪ ବର୍ଷ ବୟସରେ ମୁମ୍ବାଇରେ ଆଖି ବୁଜିଛନ୍ତି । ସାଧୁ ମେହେର ଓଡ଼ିଆ, ସମ୍ବଲପୁରୀ ଓ ହିନ୍ଦୀ ଓ ବଙ୍ଗଳା ଆଦି…

ନୂତନ ଜିଲ୍ଲାପାଳଙ୍କ ନିର୍ଦେଶ, ପୋଲ ନିର୍ମାଣ ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ହରଭଙ୍ଗା :୦୨/୦୨ ( ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ରେ ଗତ ଦୁଇ ଦିନ ତଳେ ନୂତନ ଜିଲ୍ଲା ପାଳ ଭାବେ ଜେ ସୋନାଲ କାର୍ଯ୍ୟଦାୟିତ୍ୱ ଗ୍ରହଣ କଲା ପରେ ହଠାତ କାର୍ଯ୍ୟକ୍ଷେତ୍ର ର ଦିନକ ପରେ ହରଭଙ୍ଗା ବ୍ଲକର ଉପାନ୍ତ…

ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ଙ୍କ ଅଧ୍ୟକ୍ଷତାରେ ଆଜି ଆସନ୍ତା ସାଧାରଣ ନିର୍ବାଚନର ବ୍ୟବସ୍ଥିତ ତଥା ଅବାଧ, ନିରପେକ୍ଷ, ଶାନ୍ତି ଶୃଙ୍ଖଳା ର ସୁପରିଚାଳନା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ସମ୍ମିଳନୀ…

ଟାଙ୍ଗିଣିଗୁଡା ଠାରେ ଶ୍ରୀ ଶ୍ରୀ ସଙ୍କଟମୋଚନ ହନୁମାନ ମନ୍ଦିରରେ ପଞ୍ଚମୁଖି ବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା

କୋରାପୁଟ : (ନରେନ୍ଦ୍ର ନେଗୀ)ଗାଁ ବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଥିବାର ଜଣାପଡିଛି !କିଛି ଦିନ ତଳେ ଅଯୋଧ୍ଯାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଉକ୍ତ ଗ୍ରାମରେ ପଞ୍ଚମୁଖିହନୁମାନ ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଭକ୍ତଙ୍କ ମଧ୍ଯରେ…

କୋରାପୁଟ ଜିଲ୍ଲାରେ ନୂତନ ଜିଲ୍ଲାପାଳଙ୍କ କାର୍ଯାଭାର ଗ୍ରହଣ

କୋରାପୁଟ: ( ନରେନ୍ଦ୍ର ନେଗୀ)ଜିଲ୍ଲାପାଳ ଭାବେ ଭି କୀର୍ତ୍ତି ଭାସନ  ଭାରପ୍ରାପ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଠାରୁ ସେ ନୂତନ ଭାବେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ଵ ନେବାପରେ ପ୍ରଥମେ ସ୍ବାସ୍ଥ୍ୟ ସେବା…

ଆଉ ଫେରିବ କି ବର୍ଣ୍ଣବୋଧ? ସୂଚନା ଦେବାରେ ବିଫଳ ହେଲା ଭାଷା ପ୍ରତିଷ୍ଠାନ!

ବଲାଙ୍ଗୀର ବ୍ୟୁରୋ :୦୨/୦୨ (ନରେନ୍ଦ୍ର ନେଗୀ)ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ଵର ପକ୍ଷରୁ ମଧୁସୂଦନ ରାଓ ଙ୍କ ଛବିଳ ବର୍ଣ୍ଣବୋଧ ୩୦  ଡିସେମ୍ବର ୨୦୨୩  ସୁଦ୍ଧା ପ୍ରକାଶ ପାଇବାର ଥିଲା ହେଲେ ଜାନୁୟାରୀ ୨୦୨୪  ଶେଷ ସୁଦ୍ଧା ପ୍ରକାଶ ନ ପାଇବାରୁ ଏବେ…

ମାତୃ ଶିଶୁ ହସ୍ପିଟାଲ ପାଖରେ ଲାଗୁନି ମୋବାଇଲ ନେଟୱର୍କ, ବାହାରେ ସ୍ପିଡ ବ୍ରେକର ପାଇଁ ହେଉଛି ଦାବି

ଟିଟିଲାଗଡ ; (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ପିପଲ ପଦର ଠାରେ ଅବସ୍ଥିତ ଥିବା ମାତୃ ଶିଶୁ ହସ୍ପିଟାଲ ଡିସେମ୍ବର ମାସରେ ଉଦ୍ଘାଟିତ ହେବା ପରେ ଏବେ ସମସ୍ତ ଗର୍ଭବତୀ, ପ୍ରସୂତି ତଥା ଶିଶୁ ମାନଙ୍କୁ ସେଠାରେ ଚିକିତ୍ସା ପ୍ରଦାନ କରାଯାଉଛି।…

ଟିଟିଲାଗଡ ଅଞ୍ଚଳରେ ଚାଲିଛି ପ୍ରାଣୀ ଚିକିତ୍ସା, ଆନ୍ଦୋଳନ ପ୍ରଭାବଶୂନ୍ୟ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଗତ ୧୮ ତାରିଖରୁ ଓଡ଼ିଶା ପ୍ରାଣୀ ଚିକିତ୍ସା ସଙ୍ଘ ପକ୍ଷରୁ ସମୂହ ଛୁଟି ଓ ଆନ୍ଦୋଳନ ଚାଲିଥିବା ବେଳେ ଟିଟିଲାଗଡ ଓ ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ପଡ଼ି ନ ଥିବା ଦେଖିବାକୁ ମିଳୁଛି।…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲାବଟପ ପ୍ରଦାନ କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ର ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କାର୍ଯ୍ୟାଳୟ କକ୍ଷ ରେ ଶିକ୍ଷା ସହାୟକ ଉପକରଣ…