ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିଖୋଜ ଥିବା ନେଇ ଚର୍ଚ୍ଚା
କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ପୂର୍ତ୍ତ ବିଭାଗ ଦ୍ଵାରା ବ୍ଲକ ର ବିଭିନ୍ନ ଜାଗା ରେ ନିର୍ମାଣ କାର୍ଯ୍ୟ ଚାଲୁରହିଛି ।କିନ୍ତୁ କୌଣସି ସ୍ଥାନରେ ନିର୍ବାହୀ ଯନ୍ତ୍ରୀ କର ବାବୁ ଙ୍କୁ ଦେଖିବାକୁ ମିଳୁନାହିଁ ।ମହାଶୟ ନାଁ କେସିଙ୍ଗା ସ୍ଥିତ କାର୍ଯ୍ୟାଳୟ…