କ୍ରିକେଟ ଖେଳି ଆହତ ହେଲେ ନର୍ଲା ବିଧାୟକ ଭୂପିନ୍ଦର ସିଂ

କଳାହାଣ୍ଡି: (ନରେନ୍ଦ୍ର ନେଗୀ)ନର୍ଲା ବିଧାୟକ ଭୂପିନ୍ଦର ସିଂ ସୋମବାର ଏକ କ୍ରିକେଟ ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିକେଟ ଖେଳୁଥିବା ବେଳେ ପଡି ଯାଇ ଆହତ ହୋଇଛନ୍ତି l ତାଙ୍କୁ କେସିଙ୍ଗା ଡାକ୍ତର ଖାନରେ ପ୍ରାଥମିକ ଚିକିତ୍ସା…

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମ ଜୟନ୍ତୀ ପାଳିତ

ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରକ୍ସl ଗ୍ରାମପଞ୍ଚାୟତ ଦହ୍ୟା ହାଟପଦା ଠାରେ ବିଜେପି ପକ୍ଷରୁ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଅଜାତ ଶତ୍ରୁ, ସୁବକ୍ତା, କବି ତଥା ସ୍ୱାଧୀନତା ପର ଭାରତୀୟ…

N.H.୧୩୦C ଵଳଦିଆମାଳ ଠାରୁ ସନ୍ଧିକୁଳିଆରୀ ରାସ୍ତା ନିର୍ମାଣ ନସରୁ ନସରୁ ମରାମତି ଆରମ୍ଭ,ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି

ଧର୍ମଗଡ଼: (ହେମନ୍ତ କୁମାର ମାଝୀ) ସରକାର ଲୋକ ଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ସେହିପରି ଲୋକେ ଯାତାୟାତ କରିଵା ପାଇଁ ରାସ୍ତା,ସେତୁ ନିର୍ମାଣ କରୁଛନ୍ତି।…

ଡିସେମ୍ବର ୨୬ ଓ ୨୭ ତାରିଖରେ ବହୁ ପ୍ରତିକ୍ଷିତ ବୁଢ଼ାଡଙ୍ଗର ଲୋକ ମହୋତ୍ସବ

(ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ଜଣ ବ୍ୟକ୍ତି ବିଶେଷ ହେବେ ସମ୍ମାନିତ) କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ର ପ୍ରତିଷ୍ଠିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ତମ ବାର୍ଷିକ ଉତ୍ସବ ଲୋକ ସଂସ୍କୃତି ଓ ଆଦ୍ୟକଲାର ପ୍ରତିବିମ୍ବ…

ଟିଟିଲାଗଡ଼ରେ ଯକ୍ଷ୍ମା ରୋଗୀଙ୍କୁ ବିନା ଟଙ୍କାରେ ମିଳୁନି ସରକାରୀ ମାଗଣା ଔଷଧ – ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଦାବି

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ)ଯକ୍ଷ୍ମା ରୋଗର ନିରାକରଣ ପାଇଁ ଲୋକଙ୍କୁ ସଚେତନ କରିବା ସହ ମାଗଣାରେ ଔଷଧ ଯୋଗାନ୍ତି ସରକାର କିନ୍ତୁ ଟିଟିଲାଗଡ଼ ଅଞ୍ଚଳରେ କିଛି ମାସ ହେଲା ଯକ୍ଷ୍ମା ରୋଗି ମାନଙ୍କୁ ଠିକ୍ ସମୟରେ ଔଷଧ ମିଳୁନଥିବା ଅଭିଯୋଗ…

ଟିଟିଲାଗଡରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଉଦଘାଟନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ଟିଟିଲାଗଡ଼: ( ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଟିଟିଲାଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଶୁଭ ଉଦଘାଟନ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଏହି ପ୍ରକଳ୍ପ…

ଧର୍ମଗଡ ସହର ପାଇଁ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ କାର୍ଯ୍ୟର ଭିତ୍ତି ପ୍ରସ୍ତର

ଧର୍ମଗଡ଼ :୧୯/୧୨(ହେମନ୍ତ କୁମାର ମାଝୀ)ପଶ୍ଚିମ ଓଡିଶା ବିକାଶ ପରିଷଦ ତରଫରୁ ଆଜି ଧର୍ମଗଡ ସହର ପାଇଁ ସିସିଟିଭି ସର୍ଭେଲାନ୍ସ ସିଷ୍ଟମ ସଂସ୍ଥାପନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି।ଏହି ଅବସରରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପଶ୍ଚିମ ଓଡିଶା ବିକାଶ…

କାହା ପାଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ??

କାଶୀପୁର: (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ତିତ ପଞ୍ଚାୟତ ସମିତି କାର୍ଯାଳୟ ଠାରେ ଗତ ୧୮ ତାରିଖ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷୀରେ ଏକ ବିଚିତ୍ର ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଥିଲା।…

ଦୁଇ ଦିନିଆ ସାଂସଦଙ୍କ ଗସ୍ତ- ବିଜେଡି ଓ କଂଗ୍ରେସ ନେତା ବିଜେପିରେ ସାମିଲ

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ କୁ ସାଂସଦ ଶ୍ରୀମତି ସଙ୍ଗୀତା ସିଂ ଦେଓ ଦୁଇ ଦିନିଆ ଗସ୍ତରେ ଆସି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ ଜନ ସାଧାରଣଙ୍କୁ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି : (ନରେନ୍ଦ୍ର ନେଗୀ)ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ ଓ ମୁଖ୍ୟ କାର୍ଯ୍ୟ ନୁର୍ବାହୀ ଅଧିକାରୀ ଡ.ଅଜିତ ମିଶ୍ର ଦୁଇ ଦିନିଆ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମ ଦିନରେ ଷଷ୍ଠ ଶତାବ୍ଦୀର ଐତିହାସିକ ମୋହନଗିରି…